ଲୋକସେବା ଭବନରେ ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଲୋକସେବା ଭବନର କେୟାର ଟେକର ରୁମ୍‌ରେ ଅଗ୍ନିକାଣ୍ଡ । ସକାଳ ପ୍ରାୟ ୯ଟା ବେଳେ ନିଆଁ  ଲାଗିଥିବା ସୂଚନା।  ୪୫ ମିନିଟ୍ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ  ଏହାକୁ ଆୟତ୍ତ କଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, କ୍ଷୟକ୍ଷତି ଜଣାପଡ଼ିନାହିଁ।

loka-1.1

Niharika Rout
  • Published: Saturday, 12 October 2019
  • , Updated: 12 October 2019, 11:10 AM IST

Related story