ରାଉରକେଲାରେ ଭୟଙ୍କର ଅଗ୍ନିକାଣ୍ଡ

ରାଉରକେଲା( ସତ୍ୟାନନ୍ଦ ମହାନ୍ତି ): ରାଉରକେଲାସ୍ଥିତ ଉଦିତନଗର ହାଇସ୍କୁଲ ପଡ଼ିଆରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପଡ଼ିଆରେ ଥିବା ହଜାର ହଜାର ପ୍ଲାଷ୍ଟିକ୍ ପାଇପ୍‌ରେ ନିଆଁ ଲାଗି ଯାଇଛି। ଘଟଣାସ୍ଥଳରେ ୪ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିବା ଜଣାଯାଇଛି । ତେବେ ନିଆଁ କିପରି ଲାଗିଲା ସେ ନେଇ କିଛି ଜଣାପଡ଼ିନି ।  ଉଦ୍ଧାର ଓ ନିଆଁ ଲଗା କାର୍ଯ୍ୟରେ ୨ଟି ଜେସିବି ନିୟୋଜିତ ହୋଇଛନ୍ତି

rkl-1

rkl-1

Niharika Rout
  • Published: Thursday, 19 November 2020
  • Updated: 19 November 2020, 02:10 PM IST

ରାଉରକେଲା( ସତ୍ୟାନନ୍ଦ ମହାନ୍ତି ): ରାଉରକେଲାସ୍ଥିତ ଉଦିତନଗର ହାଇସ୍କୁଲ ପଡ଼ିଆରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପଡ଼ିଆରେ ଥିବା ହଜାର ହଜାର ପ୍ଲାଷ୍ଟିକ୍ ପାଇପ୍‌ରେ ନିଆଁ ଲାଗି ଯାଇଛି।

ଘଟଣାସ୍ଥଳରେ ୪ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିବା ଜଣାଯାଇଛି । ତେବେ ନିଆଁ କିପରି ଲାଗିଲା ସେ ନେଇ କିଛି ଜଣାପଡ଼ିନି ।  ଉଦ୍ଧାର ଓ ନିଆଁ ଲଗା କାର୍ଯ୍ୟରେ ୨ଟି ଜେସିବି ନିୟୋଜିତ ହୋଇଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos