ଗ୍ରୀଡ୍‌ ଷ୍ଟେସନରେ ଅଗ୍ନିକାଣ୍ଡ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ପାୱାର ହାଉସ୍‌ ରୋଡ୍‌ ନିକଟରେ ଥିବା OPTCL ଦ୍ୱାରା ପରିଚାଳିତ ଗ୍ରୀଡ୍‌ ଷ୍ଟେସନରେ ସୋମବାର ଅପରାହ୍ନରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟିନଥିବା ବେଳେ ଫାୟାର ବ୍ରିଗେଡ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି 132/25 KV ଗ୍ରୀଡ୍‌ରୁ ରେଳବାଇକୁ power supply କରାଯାଇଥାଏ। ଅଗ୍ନିକାଣ୍ଡରେ ଗ୍ରୀଡ୍‌ର କରେଣ୍ଟ ଟ୍ରାନ୍ସଫର୍ମର ପୋଡିଯାଇଥିବା […]

fire

fire

Manoranjan Sial
  • Published: Monday, 03 August 2020
  • Updated: 03 August 2020, 08:43 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ପାୱାର ହାଉସ୍‌ ରୋଡ୍‌ ନିକଟରେ ଥିବା OPTCL ଦ୍ୱାରା ପରିଚାଳିତ ଗ୍ରୀଡ୍‌ ଷ୍ଟେସନରେ ସୋମବାର ଅପରାହ୍ନରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟିନଥିବା ବେଳେ ଫାୟାର ବ୍ରିଗେଡ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି 132/25 KV ଗ୍ରୀଡ୍‌ରୁ ରେଳବାଇକୁ power supply କରାଯାଇଥାଏ। ଅଗ୍ନିକାଣ୍ଡରେ ଗ୍ରୀଡ୍‌ର କରେଣ୍ଟ ଟ୍ରାନ୍ସଫର୍ମର ପୋଡିଯାଇଥିବା ବେଳେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରାଯାଇପାରି ନାହିଁ। ତେବେ ରେଳବାଇକୁ ବେକ୍‌ଅପ୍‌ ଲାଇନ୍‌ ଥିବାରୁ ବିଦ୍ୟୁତ ସରବରାହରେ କୌଣସି ଅସୁବିଧା ସୃଷ୍ଟି ହୋଇନଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story