ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଭିତରେ ଥିଲା ଚୋରା ମାଲ୍‌

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜାତୀୟ ରାଜପଥ ଉପରେ ଜଳିଗଲା ଗଞ୍ଜେଇ ବୋଝେଇ କାର୍।  ମାଲକାନଗିରି ଏମ୍‌ଭି-୧୭ ଗାଁ ନିକଟ ଜାତୀୟ ରାଜପଥ ଉପରେ କାର୍‌ଟି ଯାଉଥିବାବେଳେ ସେଥିରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା  । ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିବା ପରେ କାର୍ ଭିତରୁ ମିଳିଲା ବିପୁଳ ଗଞ୍ଜେଇ।  କାର ସହ ଗଞ୍ଜେଇ ଜବତ କରି ଏମଭି-୧୭ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଅଗ୍ନିକାଣ୍ଡ ପରେ […]

car-11

Niharika Rout
  • Published: Tuesday, 22 September 2020
  • , Updated: 22 September 2020, 12:52 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜାତୀୟ ରାଜପଥ ଉପରେ ଜଳିଗଲା ଗଞ୍ଜେଇ ବୋଝେଇ କାର୍।  ମାଲକାନଗିରି ଏମ୍‌ଭି-୧୭ ଗାଁ ନିକଟ ଜାତୀୟ ରାଜପଥ ଉପରେ କାର୍‌ଟି ଯାଉଥିବାବେଳେ ସେଥିରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା  ।

ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିବା ପରେ କାର୍ ଭିତରୁ ମିଳିଲା ବିପୁଳ ଗଞ୍ଜେଇ।  କାର ସହ ଗଞ୍ଜେଇ ଜବତ କରି ଏମଭି-୧୭ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଅଗ୍ନିକାଣ୍ଡ ପରେ ଗାଡ଼ି ଛାଡ଼ି ଡ୍ରାଇଭର ଓ ଅନ୍ୟ ମାଫିଆ ଫେରାର ହୋଇଯାଇଥିବା ଜଣାଯାଇଛି।

Related story