ଅଖା ଗୋଦାମରେ ଅଗ୍ନିକାଣ୍ଡ: ଜଳି ଗଲା ଶହ ଶହ ଅଖା

ସମ୍ୱଲପୁର: ସମ୍ବଲପୁର ସହର କ୍ଷେତରାଜପୁରଠାରେ ଥିବା ଏକ ଅଖା ଗୋଦାମରେ ଅଗ୍ନିକାଣ୍ଡ  ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୋଦାମରେ ନିଆଁ ଲାଗି ଯାଇଥିଲା। ଫଳରେ ଶହ ଶହ ଅଖା ପୋଡ଼ି ଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ।  ବିଦ୍ୟୁତ୍ ସଟ୍‌ ସର୍କିଟରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି।

fire

Rakesh Mallick
  • Published: Saturday, 05 August 2017
  • , Updated: 05 August 2017, 10:07 AM IST

ସମ୍ୱଲପୁର: ସମ୍ବଲପୁର ସହର କ୍ଷେତରାଜପୁରଠାରେ ଥିବା ଏକ ଅଖା ଗୋଦାମରେ ଅଗ୍ନିକାଣ୍ଡ  ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୋଦାମରେ ନିଆଁ ଲାଗି ଯାଇଥିଲା। ଫଳରେ ଶହ ଶହ ଅଖା ପୋଡ଼ି ଯାଇଛି।

ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ।  ବିଦ୍ୟୁତ୍ ସଟ୍‌ ସର୍କିଟରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି।

Related story