୨୪ ଘଣ୍ଟାରେ ପାଞ୍ଚ ପାଞ୍ଚଟି ହତ୍ୟା

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ୨୪ ଘଣ୍ଟାରେ ପାଞ୍ଚ ପାଞ୍ଚଟି ହତ୍ୟା ଅଭିଯୋଗ। ରାଜ୍ୟର ପାଞ୍ଚଟି ସ୍ଥାନରେ ଘଟିଛି ହତ୍ୟା ଭଳି ଜଘନ୍ୟ ଅପରାଧ। କେଉଁଠି ସାମାନ୍ୟ ବଚସା ପାଇଁ କିଏ ସମ୍ପର୍କୀୟଙ୍କୁ କିଏ ପିଟି ପିଟି ମାରିଛି ତ ଆଉ କେଉଁଠି ପୂର୍ବ ବିବାଦରୁ ମୁଣ୍ଡ ନେବାକୁ ପଛାଇନି ପୁରୁଣା ଶତ୍ରୁ। କେବଳ ଆଜିର ଏ ଘଟଣା ନୁହେଁ, ବିଗତ କିଛି ଦିନ ଭିତରେ ରାଜ୍ୟରେ ବଢ଼ି ଚାଲିଥିବା ହତ୍ୟା ଭଳି ଜଘନ୍ୟ ଅପରାଧ ଓ ଅନ୍ୟ ଘଟଣାକୁ […]

MURDER

MURDER

Tapas Behera
  • Published: Sunday, 18 October 2020
  • Updated: 18 October 2020, 10:07 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ୨୪ ଘଣ୍ଟାରେ ପାଞ୍ଚ ପାଞ୍ଚଟି ହତ୍ୟା ଅଭିଯୋଗ। ରାଜ୍ୟର ପାଞ୍ଚଟି ସ୍ଥାନରେ ଘଟିଛି ହତ୍ୟା ଭଳି ଜଘନ୍ୟ ଅପରାଧ। କେଉଁଠି ସାମାନ୍ୟ ବଚସା ପାଇଁ କିଏ ସମ୍ପର୍କୀୟଙ୍କୁ କିଏ ପିଟି ପିଟି ମାରିଛି ତ ଆଉ କେଉଁଠି ପୂର୍ବ ବିବାଦରୁ ମୁଣ୍ଡ ନେବାକୁ ପଛାଇନି ପୁରୁଣା ଶତ୍ରୁ। କେବଳ ଆଜିର ଏ ଘଟଣା ନୁହେଁ, ବିଗତ କିଛି ଦିନ ଭିତରେ ରାଜ୍ୟରେ ବଢ଼ି ଚାଲିଥିବା ହତ୍ୟା ଭଳି ଜଘନ୍ୟ ଅପରାଧ ଓ ଅନ୍ୟ ଘଟଣାକୁ ଦେଖିଲେ ବିଗୁଡୁଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଦ୍‌ବେଗ ବଢ଼ିବାରେ ଲାଗିଛି।

କନ୍ଧମାଳର ତୁମୁଡ଼ିବନ୍ଧ ବୁଦୁଲିପଦର ଘାଟି ରାସ୍ତା ତଳେ ଦୁଇ ଦୁଇଟି ରକ୍ତାକ୍ତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଯୁବକଙ୍କ ମୁଣ୍ଡକୁ କେହି ଖଣ୍ଡାରେ ହାଣିବା ଭଳି ଗଭୀର କ୍ଷତ ହୋଇଛି। ଆଜି ସକାଳୁ ଏଭଳି ବିଭତ୍ସ ଅବସ୍ଥାରେ ଦୁହିଁଙ୍କ ମୃତେଦହ ମିଳିବା ପରେ ଉଭୟଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ହତ୍ୟାକାରୀଙ୍କୁ ଧରିବା ଦାବିରେ ଅଞ୍ଚଳବାସୀ ଜାତୀୟ ରଜାପଥକୁ ଅବରୋଧ କରିଥିବା ଜଣାପଡ଼ିଛି।

ସେହିପରି ଖୋର୍ଦ୍ଧା ବୋଲଗଡ଼ ଥାନା ଖାରଡ଼ପଲ୍ଲୀ ଗାଁ’ରେ କାଲି ରାତିରେ ହତ୍ୟାର ଶିକାର ହୋଇଛନ୍ତି ସେହି ଗାଁ’ର ସତ୍ୟସୁନ୍ଦର ବେହେରା। ଏଠି ବି ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି ଗାଁ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story