ବର୍ଷା ଛାଡ଼ିଛି, ତଥାପି କମିନି ଦୁର୍ଦ୍ଦଶା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ବର୍ଷା କମିଥିଲେ ମଧ୍ୟ କମିନି ଲୋକଙ୍କ ଦୁର୍ଦ୍ଦଶା। ଗୋଦାବରୀ ନଦୀର ପାଣି ନିଷ୍କାସିତ ହୋଇ ନ ପାରିବାରୁ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏଥିସହ କନ୍ୟାଶ୍ରମ ପୋଲ ଉପରେ ୩ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଫଳରେ କାଲିମେଳାରୁ ପଡିଆ ଓ ମାଲକାନଗିରିରୁ ଛତିଶଗଡ଼କୁ ଯୋଗଯୋଗ ବିଚ୍ଛିନ୍ନ ରହିଛି। ଗତ ତିନି ଦିନ ହେବ ଛତିଶଗଡ଼କୁ ଯୋଗଯୋଗ ବନ୍ଦ ରହିଛି । ଏପରି କି ଚାଷ ଜମିରୁ ପାଣି କିଛି […]

malakangiri

Jyoshna Pradhan
  • Published: Friday, 09 August 2019
  • , Updated: 09 August 2019, 10:54 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ବର୍ଷା କମିଥିଲେ ମଧ୍ୟ କମିନି ଲୋକଙ୍କ ଦୁର୍ଦ୍ଦଶା। ଗୋଦାବରୀ ନଦୀର ପାଣି ନିଷ୍କାସିତ ହୋଇ ନ ପାରିବାରୁ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏଥିସହ କନ୍ୟାଶ୍ରମ ପୋଲ ଉପରେ ୩ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଫଳରେ କାଲିମେଳାରୁ ପଡିଆ ଓ ମାଲକାନଗିରିରୁ ଛତିଶଗଡ଼କୁ ଯୋଗଯୋଗ ବିଚ୍ଛିନ୍ନ ରହିଛି।

ଗତ ତିନି ଦିନ ହେବ ଛତିଶଗଡ଼କୁ ଯୋଗଯୋଗ ବନ୍ଦ ରହିଛି । ଏପରି କି ଚାଷ ଜମିରୁ ପାଣି କିଛି କମିଥିଲେ ମଧ୍ୟ ବହୁ ମାତ୍ରାରେ ଫସଲ ନଷ୍ଟ ହୋଇଯାଇଛି।

Related story