ଖୋଲିଲା ହୀରାକୁଦ ଡ୍ୟାମ୍‌: ୫ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ

Ordigital Desk
  • Published: Tuesday, 24 July 2018
  • , Updated: 24 July 2018, 12:52 PM IST
<p>ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲା ଯାଇଥିଲା। ତା&rsquo; ପରେ ଗୋଟିଏ ପରେ ଗୋଟେ କରି ଅନ୍ୟ ୪ଟି ଗେଟ୍&zwnj; ଖୋଲା ଯାଇଥିଲା। ଏବେ ମୋଟ ୫ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସିତ ହେଉଛି।</p> <p>ଆଜି ରାତି ସୁଦ୍ଧା ୧୫ଟି ଗେଟ୍ ଖୋଲାଯିବ ବୋଲି ହୀରାକୁଦର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ୧୫ଟି ଗେଟ୍&zwnj; ଦେଇ ପ୍ରତି ସେକେଣ୍ଡରେ ୨ ଲକ୍ଷ ଘନଫୁଟ୍&zwnj; ପାଣି ପ୍ରବାହିତ ହେଉଥିବା ସେ କହିଛନ୍ତି।</p>

Related story