ଫୁଲୁଛି ଖରସ୍ରୋତା,କେନ୍ଦ୍ରାପଡ଼ାର ୫ଟି ଗାଁ ଜଳ ଘେରରେ

କେନ୍ଦ୍ରାପଡ଼ା: ଲଗାଣ ବର୍ଷା ହେବା ଯୋଗୁଁ ଖରସ୍ରୋତା ନଦୀ ଫୁଲୁଛି। କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ବ୍ଲକର ୫ଟି ଗାଁରେ ପାଣି ପଶିଯାଇଛି। ବନ୍ୟା ପାଣି ପଶିଯିବା ଫଳରେ ବାହ୍ୟ ଜଗତ ଠାରୁ ୫ଟି ଗାଁ ବିଛିନ୍ନ ହୋଇଯାଇଛି। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ଲୋକମାନେ  ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

pattt

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 12:28 PM IST

Related story