ଦୁଇଟି ସ୍ଥାନରୁ ଜବତ ହେଲା ୫ ଲକ୍ଷରୁ ଅଧିକ ଟଙ୍କା

ଗୁଣପୁର(ଇନ୍ଦ୍ରଜିତ କୁମାର ପଣ୍ଡା): ନିର୍ବାଚନ ପୂର୍ବରୁ ରାଜ୍ୟରେ ଟଙ୍କା ବର୍ଷା ହେଉଛି। ପ୍ରତିଦିନ ବିଭିନ୍ନ ସ୍ଥାନରୁ ବହୁ ଟଙ୍କା ମିଳୁଛି। ଏହି କ୍ରମରେ ଆଜି ରାୟଗଡ଼ା ଜିଲ୍ଲାର ଦୁଇଟି ସ୍ଥାନରୁ ଫ୍ଲାଇଂ ସ୍କ୍ୱାଡ ୫ ଲକ୍ଷ ଟଙ୍କ। ଜବତ କରିଛି। ତେବେ ଏହି ଟଙ୍କ। କେଉଁଠୁ ଓ କାହିଁକି ଆସୁଥିଲା, ତାହା ଜଣାପଡ଼ିନାହିଁ। ଏହାର ତଦନ୍ତ ଚାଲିଥିବା ନିର୍ବାଚନ ଅଧିକାରୀ ବି.ଏସ୍‌ ବଳିରାମ କହିଛନ୍ତି। ପଦ୍ମପୁରରେ ଫ୍ଲାଇଂ ସ୍କ୍ୱାଡ ଫର୍ଣ୍ଣାଣ୍ଡିଜ ଏକ୍କାଙ୍କ ନେତୃତ୍ୱରେ ୨ ଲକ୍ଷ ୫୦ […]

flying-squad-seizes-over-five-lakh-rupees-in-cash-in-rayagada

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 06:25 PM IST

ଗୁଣପୁର(ଇନ୍ଦ୍ରଜିତ କୁମାର ପଣ୍ଡା): ନିର୍ବାଚନ ପୂର୍ବରୁ ରାଜ୍ୟରେ ଟଙ୍କା ବର୍ଷା ହେଉଛି। ପ୍ରତିଦିନ ବିଭିନ୍ନ ସ୍ଥାନରୁ ବହୁ ଟଙ୍କା ମିଳୁଛି। ଏହି କ୍ରମରେ ଆଜି ରାୟଗଡ଼ା ଜିଲ୍ଲାର ଦୁଇଟି ସ୍ଥାନରୁ ଫ୍ଲାଇଂ ସ୍କ୍ୱାଡ ୫ ଲକ୍ଷ ଟଙ୍କ। ଜବତ କରିଛି। ତେବେ ଏହି ଟଙ୍କ। କେଉଁଠୁ ଓ କାହିଁକି ଆସୁଥିଲା, ତାହା ଜଣାପଡ଼ିନାହିଁ। ଏହାର ତଦନ୍ତ ଚାଲିଥିବା ନିର୍ବାଚନ ଅଧିକାରୀ ବି.ଏସ୍‌ ବଳିରାମ କହିଛନ୍ତି।

ପଦ୍ମପୁରରେ ଫ୍ଲାଇଂ ସ୍କ୍ୱାଡ ଫର୍ଣ୍ଣାଣ୍ଡିଜ ଏକ୍କାଙ୍କ ନେତୃତ୍ୱରେ ୨ ଲକ୍ଷ ୫୦ ହଜାର ଟଙ୍କ। ଜବତ କରାଯାଇଥିଲା। ସେହିପରି ରାୟଗଡ଼ା-ଗଜପତି ସୀମାନ୍ତ ଅଞ୍ଚଳରୁ ଫ୍ଲାଇଂ ସ୍କ୍ୱାଡ ନୀଳମାଧବ ମାଝୀଙ୍କ ନେତୃତ୍ୱରେ ୨ ଲକ୍ଷ ୫୦ ହଜାର ଟଙ୍କ। ଜବତ କରାଯାଇଥିଲା।

Related story