ଚାମ୍ପିଅନ୍ସ ଟ୍ରଫି ହକି: ଭାରତୀୟ ଟିମ୍‌ରେ ଦୁଇ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନେଦରଲାଣ୍ଡରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷଣା କରାଯାଇଥିବା ୧୮ ଜଣିଆ ଦଳରେ ଓଡ଼ିଶାର ୨ ଖେଳାଳି  ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ। ଆସନ୍ତା ଜୁନ୍‌ ୨୩ ତାରିଖରୁ ନେଦରଲ୍ୟାଣ୍ଡରେ ଚାମ୍ପିଅନ୍ସ ଟ୍ରଫି ହକି ଆରମ୍ଭ ହେବ।  

DegcgQKV0AELZhS copy

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 01:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନେଦରଲାଣ୍ଡରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷଣା କରାଯାଇଥିବା ୧୮ ଜଣିଆ ଦଳରେ ଓଡ଼ିଶାର ୨ ଖେଳାଳି  ସ୍ଥାନ ପାଇଛନ୍ତି।

ସେମାନେ ହେଉଛନ୍ତି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ। ଆସନ୍ତା ଜୁନ୍‌ ୨୩ ତାରିଖରୁ ନେଦରଲ୍ୟାଣ୍ଡରେ ଚାମ୍ପିଅନ୍ସ ଟ୍ରଫି ହକି ଆରମ୍ଭ ହେବ।

 

Related story