ରଙ୍ଗରେ ରଙ୍ଗିନ ହେଲେ ବିଦେଶୀ

କୋଣାର୍କ:ସାତ ରଙ୍ଗରେ ରଙ୍ଗିନ ହୋଇଛନ୍ତି ବିଦେଶୀ। କୋଣାର୍କରେ ହୋଲି ପର୍ବକୁ ବେଶ ନିଆରା ଢଙ୍ଗରେ ପାଳିଛନ୍ତି ବିଦେଶୀ।  ପ୍ରାୟ ୨୦ ଜଣ ଋଷୀୟ ପର୍ଯ୍ୟଟକଙ୍କ ସହ ଭାରତୀୟ ପର୍ଯ୍ୟଟକମାନେ ଏଥିରେ ସାମିଲି ହୋଇଥିଲେ। ପ୍ରତି ବର୍ଷ ପରି ଏଥର ମଧ୍ୟ କୋଣାର୍କ-ପୁରୀ ବେଲମାର୍ଗ ସ୍ଥିତ ଲୋଟସ ରସର୍ଟ ପରିସର କୁଶଭଦ୍ରା ନଦୀ ତଟରେ ହୋଲି ଉତ୍ସବ ଆୟୋଜନ କରାଯାଇଥିଲା। ଋଷୀୟ ପର୍ଯ୍ୟଟକମାନେ ଗତ ୯ ବର୍ଷ ହେବ ଓଡ଼ିଶା ଆସି ବେଶ ଧୁମଧାମରେ ଏହି ପର୍ବ ପାଳନ […]

holi

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 02:55 PM IST

କୋଣାର୍କ:ସାତ ରଙ୍ଗରେ ରଙ୍ଗିନ ହୋଇଛନ୍ତି ବିଦେଶୀ। କୋଣାର୍କରେ ହୋଲି ପର୍ବକୁ ବେଶ ନିଆରା ଢଙ୍ଗରେ ପାଳିଛନ୍ତି ବିଦେଶୀ।  ପ୍ରାୟ ୨୦ ଜଣ ଋଷୀୟ ପର୍ଯ୍ୟଟକଙ୍କ ସହ ଭାରତୀୟ ପର୍ଯ୍ୟଟକମାନେ ଏଥିରେ ସାମିଲି ହୋଇଥିଲେ। ପ୍ରତି ବର୍ଷ ପରି ଏଥର ମଧ୍ୟ କୋଣାର୍କ-ପୁରୀ ବେଲମାର୍ଗ ସ୍ଥିତ ଲୋଟସ ରସର୍ଟ ପରିସର କୁଶଭଦ୍ରା ନଦୀ ତଟରେ ହୋଲି ଉତ୍ସବ ଆୟୋଜନ କରାଯାଇଥିଲା। ଋଷୀୟ ପର୍ଯ୍ୟଟକମାନେ ଗତ ୯ ବର୍ଷ ହେବ ଓଡ଼ିଶା ଆସି ବେଶ ଧୁମଧାମରେ ଏହି ପର୍ବ ପାଳନ କରୁଛନ୍ତି।

Related story