ଅଭିମାନ କଲେ ପୂର୍ବତନ ଡିଜି : ଟ୍ୱିଟ୍‌ କରି ଏମିତି ଲେଖିଲେ, ଭାଇ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅଭିମାନ କଲେ ପୂର୍ବତନ ଡିଜି ପ୍ରକାଶ ମିଶ୍ର। ଆଜି କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସରେ ତାଙ୍କୁ ନିମନ୍ତ୍ରଣ କରାଟା ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି ଯେ, ଅନେକ ଅବସରପ୍ରାପ୍ତ ଅଫିସରଙ୍କୁ ନିମନ୍ତ୍ରଣ କରାଯାଇଥିବା ଶୁଣିଲି। କିନ୍ତୁ ମୋତେ କୌଣସି ନିମନ୍ତ୍ରଣ ମିଳିନାହିଁ। ଜାଣି ଖୁସି ଲାଗିଲା ଯେ, ସେମାନେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। It seems today the […]

Prakash-Mishra3-1

Prakash-Mishra3-1

Tapas Behera
  • Published: Thursday, 02 January 2020
  • Updated: 02 January 2020, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅଭିମାନ କଲେ ପୂର୍ବତନ ଡିଜି ପ୍ରକାଶ ମିଶ୍ର। ଆଜି କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସରେ ତାଙ୍କୁ ନିମନ୍ତ୍ରଣ କରାଟା ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି ଯେ, ଅନେକ ଅବସରପ୍ରାପ୍ତ ଅଫିସରଙ୍କୁ ନିମନ୍ତ୍ରଣ କରାଯାଇଥିବା ଶୁଣିଲି। କିନ୍ତୁ ମୋତେ କୌଣସି ନିମନ୍ତ୍ରଣ ମିଳିନାହିଁ। ଜାଣି ଖୁସି ଲାଗିଲା ଯେ, ସେମାନେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି।

ପ୍ରକାଶଙ୍କ ଟ୍ୱିଟ୍‌ରେ ତାଙ୍କ ଭାଇ ତଥା ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର  ରି-ଟ୍ୱିଟ୍‌ କରି ଏହା ଦୁର୍ଭାଗ୍ୟର କଥା ଏବଂ ଏସବୁ ନହେବା ଉଚିତ କହିଛନ୍ତି। ଡିଜିପି ଓ କମିଶନର ଦୃଷ୍ଟିଦେଇ ସୁସ୍ଥ ପରମ୍ପରା ସୃଷ୍ଟି କରିବା ଦରକାର ବୋଲି ସେ କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ଅନେକ ପୁଲିସ ଅଧିକାରୀଙ୍କ ସହ ପୂର୍ବତନ ଡିଜି ଏସ୍‌ ଏନ୍‌ ତିୱାରୀ, ପୂର୍ବତନ ଡିଜି ବିପିନ୍‌ ବିହାରୀ ମିଶ୍ର ଓ ପୂର୍ବତନ ଆଇଜି ବଟକୃଷ୍ଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, କମିଶନରେଟ ପୁଲିସର ଆଜି  ୧୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ୧୯୯୮ ମସିହାରେ ଏଥିପାଇଁ ଚିଠା ପ୍ରସ୍ତୁତ ହୋଇଥିବା ବେଳେ ୨୦୦୮ ନୂଆବର୍ଷ ଦିନ ପୁଲିସ କମିସନରେଟ୍ କାର୍ଯ୍ୟକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story