ଖଜୁରିପଡ଼ା ହତ୍ୟାକାଣ୍ଡ ଘଟଣାରେ ୪ ବନ୍ଧା ହେଲେ

<p>ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡ଼ା ଗାଁରେ ଏକ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଖଜୁରିଆ ଓ ୩ ଜଣ ବଡଙ୍ଗରା ଗାଁର ବୋଲି ସୂଚନା ମିଳିଛି।</p> <p>ଗତକାଲି ହୋଲି ଖେଳ ବେଳେ ଏକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିଲା।&nbsp; ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଥିଲେ।&nbsp; ମୃତକ ହେଲେ ଖଜୁରିପଡା ଗ୍ରାମର ସନ୍ତୋଷ ପାତ୍ର।</p>

Ordigital Desk
  • Published: Saturday, 03 March 2018
  • Updated: 03 March 2018, 01:25 PM IST

Sports

Latest News

<p>ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡ଼ା ଗାଁରେ ଏକ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଖଜୁରିଆ ଓ ୩ ଜଣ ବଡଙ୍ଗରା ଗାଁର ବୋଲି ସୂଚନା ମିଳିଛି।</p><p>ଗତକାଲି ହୋଲି ଖେଳ ବେଳେ ଏକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିଲା।&nbsp; ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଥିଲେ।&nbsp; ମୃତକ ହେଲେ ଖଜୁରିପଡା ଗ୍ରାମର ସନ୍ତୋଷ ପାତ୍ର।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos