ଗୁହାଳରେ ଲାଗିଲା ନିଆଁ, ୪ ଗୋରୁ ଜୀବନ୍ତ ଦଗ୍ଧ

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା  ଗାଁରେ ଏକ ଗୁହାଳରେ ନିଆଁ ଲାଗି ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିସହ ୫ଟି ଗୋରୁ ଅର୍ଦ୍ଧଦଗ୍ଧ ହୋଇଛନ୍ତି। କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାତିରେ ମଶା ଘଉଡାଇବାକୁ ଧୂଆଁ ଦିଆଯାଇଥିଲା। ଏଥିରୁ ନିଆଁ ଲାଗିଥିବା ପାରେ ବୋଲି ଅନୁମାନ କରାଯାଉଛି।

fire

fire

Jyoshna Pradhan
  • Published: Monday, 25 February 2019
  • Updated: 25 February 2019, 10:26 AM IST

Sports

Latest News

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା  ଗାଁରେ ଏକ ଗୁହାଳରେ ନିଆଁ ଲାଗି ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିସହ ୫ଟି ଗୋରୁ ଅର୍ଦ୍ଧଦଗ୍ଧ ହୋଇଛନ୍ତି।

କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାତିରେ ମଶା ଘଉଡାଇବାକୁ ଧୂଆଁ ଦିଆଯାଇଥିଲା। ଏଥିରୁ ନିଆଁ ଲାଗିଥିବା ପାରେ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story