ଧରାପଡିଲେ ୪ ଡକାୟତ

ନୟାଗଡ(ଓଡ଼ିଶା ରିପୋର୍ଟର): ନୟାଗଡ ଜିଲ୍ଲା ଫତେଗଡ଼ ପୁଲିସ ହାତରେ ଧରାପଡିଲେ ୪ ଡକାୟତ। ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ ହୋଇଛି । ଗିରଫ ଡକାୟତ ମାନେ ହେଲେ କରବର ଗାଁ ର ମାଷ୍ଟର ମାଇଣ୍ଡ ଶଙ୍କର୍ଷଣ ପଢ଼ିଆରୀ, ଜିତେନ୍ଦ୍ର ରାଉତ ଓ ମଣିପୁର ଗାଁର ଲକ୍ଷ୍ମୀଧର ଜେନା ସହ ପ୍ରଶାନ୍ତ ବଳିଆରସିଂ । ଗତ ୩୦ ତାରିଖ ରାତିରେ ରଗଡିପଡା ଗାଁର ବୀରବର ବେହେରାଙ୍କ ଘରୁ ସୁନାଗହଣା ସହ ୧ ଲକ୍ଷ ୮୦ ହଜାର […]

458

Jyoshna Pradhan
  • Published: Sunday, 02 June 2019
  • , Updated: 02 June 2019, 04:56 PM IST

ନୟାଗଡ(ଓଡ଼ିଶା ରିପୋର୍ଟର): ନୟାଗଡ ଜିଲ୍ଲା ଫତେଗଡ଼ ପୁଲିସ ହାତରେ ଧରାପଡିଲେ ୪ ଡକାୟତ। ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ ହୋଇଛି । ଗିରଫ ଡକାୟତ ମାନେ ହେଲେ କରବର ଗାଁ ର ମାଷ୍ଟର ମାଇଣ୍ଡ ଶଙ୍କର୍ଷଣ ପଢ଼ିଆରୀ, ଜିତେନ୍ଦ୍ର ରାଉତ ଓ ମଣିପୁର ଗାଁର ଲକ୍ଷ୍ମୀଧର ଜେନା ସହ ପ୍ରଶାନ୍ତ ବଳିଆରସିଂ ।

ଗତ ୩୦ ତାରିଖ ରାତିରେ ରଗଡିପଡା ଗାଁର ବୀରବର ବେହେରାଙ୍କ ଘରୁ ସୁନାଗହଣା ସହ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା।

Related story