ମହାନଦୀରୁ ୪ଜଣଙ୍କ ମୃତଦେହ ଉଦ୍ଧାର ଘଟଣା: ମୃତ ମହିଳାଙ୍କ ବାପା ଅଟକ

ପାରାଦୀପ(ଏନ୍‌.ଏମ୍‌ ବୈଶାଖ): ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ନିକଟ ମହାନଦୀରୁ ପରିବାରର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତ ମହିଳାଙ୍କ ବାପା ଅକ୍ଷୟ ସେଠୀଙ୍କୁ ପୋଲିସ  ଅଟକ ରଖିଛି। ଘଟଣାକୁ ନେଇ ତାଙ୍କୁ କୁଜଙ୍ଗ  ପୋଲିସ  ପଚରାଉଚରା କରୁଛି। ଗତକାଲି ଜଗନ୍ନାଥପୁର ଗାଁର ଶନିମନ୍ଦିର ନିକଟ ମହାନଦୀରୁ ଉଦ୍ଧାର ହୋଇଥିଲା ୨ ଝିଅ ଓ ପୁଅ ସହ ମାଅର ମୃତଦେହ। ଗାଁର ମାମିନା ସେଠୀ, ତାଙ୍କ ଝିଅ ବର୍ଷା(୯), ଝିଅ ଲିସା(୯) ଓ ପାଞ୍ଚ ବର୍ଷର ପୁଅ […]

four-member-family-suicide-in-paradip

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 03:03 PM IST

ପାରାଦୀପ(ଏନ୍‌.ଏମ୍‌ ବୈଶାଖ): ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ନିକଟ ମହାନଦୀରୁ ପରିବାରର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତ ମହିଳାଙ୍କ ବାପା ଅକ୍ଷୟ ସେଠୀଙ୍କୁ ପୋଲିସ  ଅଟକ ରଖିଛି। ଘଟଣାକୁ ନେଇ ତାଙ୍କୁ କୁଜଙ୍ଗ  ପୋଲିସ  ପଚରାଉଚରା କରୁଛି। ଗତକାଲି ଜଗନ୍ନାଥପୁର ଗାଁର ଶନିମନ୍ଦିର ନିକଟ ମହାନଦୀରୁ ଉଦ୍ଧାର ହୋଇଥିଲା ୨ ଝିଅ ଓ ପୁଅ ସହ ମାଅର ମୃତଦେହ।

ଗାଁର ମାମିନା ସେଠୀ, ତାଙ୍କ ଝିଅ ବର୍ଷା(୯), ଝିଅ ଲିସା(୯) ଓ ପାଞ୍ଚ ବର୍ଷର ପୁଅ ବାବୁନା(୫)ଙ୍କ ମୃତଦେହ ମହାନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା।  କିଛି ଦିନ ତଳେ ମାମିନାଙ୍କ ସ୍ୱାମୀ  ଅନନ୍ତ ସେଠୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

Related story