ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ ମାରିବାକୁ ଦିଆଯାଇଥିଲା ସୁପାରୀ! ଆଉ ୪ ଗିରଫ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ବନମାଲ ଗାଁରେ ସମିତି ସଭ୍ୟ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଆଉ ୪ ଜଣଙ୍କୁ ଗିରଫ ହୋଇଛନ୍ତି। ଏହା ସହିତ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ବେଲପଡ଼ା ଥାନା ପୁଲିସ୍ ଦୁଇ ସୁପାରୀ କିଲର ସୀତାରାମ ବିନ୍ଧାଣି ଓ ରବି ଶାଣ୍ଡଙ୍କୁ ଗିରଫ କରିଥିଲା ବେଳେ ଆଜି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ […]

Accused

Accused

Jitendra Garnayak
  • Published: Thursday, 31 March 2022
  • Updated: 31 March 2022, 05:33 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ବନମାଲ ଗାଁରେ ସମିତି ସଭ୍ୟ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଆଉ ୪ ଜଣଙ୍କୁ ଗିରଫ ହୋଇଛନ୍ତି। ଏହା ସହିତ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ଗତକାଲି ବେଲପଡ଼ା ଥାନା ପୁଲିସ୍ ଦୁଇ ସୁପାରୀ କିଲର ସୀତାରାମ ବିନ୍ଧାଣି ଓ ରବି ଶାଣ୍ଡଙ୍କୁ ଗିରଫ କରିଥିଲା ବେଳେ ଆଜି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବନମାଲ ଗାଁର ବସୁଦେବ ପଧାନଙ୍କ ସହିତ ଆଉ ତିନି ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଅନ୍ୟମାନେ ହେଲେ ପାଟଣାଗଡ଼ ଥାନା ପାଢ଼େଲ ଗାଁର ସନ୍ତୋଷ କୁମାର ଦାସ, ପାଟଣାଗଡ଼ ସହରର କୁଶଧ୍ୱଜ ମାଝି ଓ କରୁଣା ବାଗ। ଏ ସମସ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ୍‌।

ଅନ୍ୟପକ୍ଷରେ ୬ ଜଣ ଗିରଫ ହୋଇସାରିଥିଲେ ସୁଦ୍ଧା ଏହି ହତ୍ୟାକାଣ୍ଡ ପଛରେ ଥିବା କାରଣ ସଂପର୍କରେ କିଛି କହୁନି ପୁଲିସ୍‌। ଏପରିକି ଆଉ କେହି ଏଥିରେ ସଂପୃକ୍ତି ଅଛନ୍ତି କି ନାହିଁ, ସେ ନେଇ ବି ପୁଲିସ୍ ମୁହଁ ଖୋଲୁ ନାହିଁ।

ଯାହା ଜଣାପଡ଼ିଛି, ଲୋକନାଥ ବିଶ୍ୱାଳ ଓ ବସୁଦେବ ପଧାନଙ୍କ ପରିବାର ମଧ୍ୟରେ ଶତ୍ରୁତା ଥିଲା। ପ୍ରାୟ ୭/୮ ବର୍ଷ ହେବ ଏହି ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଲୋକନାଥଙ୍କୁ ମାରିବାକୁ ବସୁଦେବ ପଧାନ ସୁପାରୀ ଦେଇଥିଲେ ସ୍ପଷ୍ଟ ହୋଇଯାଇଛି ବୋଲି କୁହାଯାଉଛି। ତେବେ ସେ ସିଧାସଳଖ ସୁପାରୀ କିଲରଙ୍କ ସହ ଯୋଗାଯୋଗ ନ କରି ଅନ୍ୟମାନଙ୍କ ସାହାଯ୍ୟ ନେଇଥିଲେ ବୋଲି କୁହାଯାଉଛି। ତେବେ କିପରି ରଚା ଯାଇଥିଲା ଏହି ଷଡ଼ଯନ୍ତ୍ର, ସେ ନେଇ ପୁଲିସ୍ କିଛି କହିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story