ସୁଜିତ୍ କୁମାରଙ୍କ ସମେତ ୪ ରାଜ୍ୟସଭା ସାଂସଦ ହେଲେ ଷ୍ଟାଣ୍ଡିଂ କମିଟି ସଦସ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନବନିର୍ବାଚିତ ୪ ରାଜ୍ୟସଭା ସାଂସଦ ଶପଥ ନେବାପରେ ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସାମିଲ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଏହି ସାଂସଦମାନଙ୍କୁ ବିଭିନ୍ନ ଷ୍ଟାଣ୍ଡିଂ କମିଟିକୁ ମନୋନୀତ କରିଛନ୍ତି। ରାଜ୍ୟସଭା ସଚିବାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ବିଜେଡି ସାଂସଦ ସୁଜିତ୍ କୁମାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ମୁନ୍ନା ଖାଁଙ୍କୁ ଶକ୍ତି ମନ୍ତ୍ରଣାଳୟ, ସୁବାସ […]

political

political

Manoranjan Sial
  • Published: Friday, 24 July 2020
  • Updated: 24 July 2020, 09:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନବନିର୍ବାଚିତ ୪ ରାଜ୍ୟସଭା ସାଂସଦ ଶପଥ ନେବାପରେ ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସାମିଲ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଏହି ସାଂସଦମାନଙ୍କୁ ବିଭିନ୍ନ ଷ୍ଟାଣ୍ଡିଂ କମିଟିକୁ ମନୋନୀତ କରିଛନ୍ତି। ରାଜ୍ୟସଭା ସଚିବାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁସାରେ ବିଜେଡି ସାଂସଦ ସୁଜିତ୍ କୁମାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ମୁନ୍ନା ଖାଁଙ୍କୁ ଶକ୍ତି ମନ୍ତ୍ରଣାଳୟ, ସୁବାସ ସିଂଙ୍କୁ ଜଳସମ୍ପଦ ମନ୍ତ୍ରଣାଳୟ ଓ ମମତା ମହନ୍ତଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ମନୋନୀତ କରାଯାଇଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ବିଜେଡିର ଏହି ୪ଜଣ ସାଂସଦ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କରୋନା ମହାମାରୀ ଯୋଗୁ ସେମାନେ ଶପଥ ନେବାରେ ବିଳମ୍ବ ହୋଇଥିଲା। ସେମାନେ ଗତ ବୁଧବାର ଶପଥ ନେବାପରେ ରାଜ୍ୟସଭାରେ ବିଜେଡିର ସାଂସଦଙ୍କ ସଂଖ୍ୟା ୯ରେ ପହଂଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story