ଜଣେ ଓଡ଼ିଆଙ୍କ ସମେତ ୪ ନକଲି ସାମ୍ୱାଦିକଙ୍କୁ ବାନ୍ଧିଲା ପୁଲିସ

ବରଗଡ଼(ଦୀପକ ଶର୍ମା): ବ୍ଲାକମେଲିଂ ଓ ବଟି ଆଦାୟ ବେଳେ ଧରାପଡ଼ିଲେ ନକଲି ସାମ୍ବାଦିକ। ଜଣେ ଓଡ଼ିଆଙ୍କ ସମେତ ୪ ନକଲି ସାମ୍ବାଦିକଙ୍କୁ ଧରିଛି ବରଗଡ଼ ପୁଲିସ। ଗିରଫ ନକଲି ସାମ୍ବାଦିକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ତପନ କୁମାର ସାହୁ, ଉତ୍ତରପ୍ରଦେଶ ନଏଡାର ଅନୁଜ ଅଗ୍ରଓ୍ୱାଲ, ବୁଲନ୍ଦସହରର ବିଶାଲ ଗମ୍ଭୀର ଓ ଦିଲ୍ଲୀଗେଟ୍ ଗାଜିଆବାଦର ଇମ୍ରାନ ଖାନ। ପୁଲିସ ସେମାନଙ୍କଠାରୁ ବିଭିନ୍ନ ଘରୋଇ ଚ୍ୟାନେଲର ବୁମ୍ ସହ କ୍ୟାମେରା, ପରିଚୟପତ୍ର, ମୋବାଇଲ ଫୋନ, […]

baragardh

baragardh

Manoranjan Sial
  • Published: Wednesday, 19 June 2019
  • Updated: 19 June 2019, 04:55 PM IST

ବରଗଡ଼(ଦୀପକ ଶର୍ମା): ବ୍ଲାକମେଲିଂ ଓ ବଟି ଆଦାୟ ବେଳେ ଧରାପଡ଼ିଲେ ନକଲି ସାମ୍ବାଦିକ। ଜଣେ ଓଡ଼ିଆଙ୍କ ସମେତ ୪ ନକଲି ସାମ୍ବାଦିକଙ୍କୁ ଧରିଛି ବରଗଡ଼ ପୁଲିସ। ଗିରଫ ନକଲି ସାମ୍ବାଦିକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ତପନ କୁମାର ସାହୁ, ଉତ୍ତରପ୍ରଦେଶ ନଏଡାର ଅନୁଜ ଅଗ୍ରଓ୍ୱାଲ, ବୁଲନ୍ଦସହରର ବିଶାଲ ଗମ୍ଭୀର ଓ ଦିଲ୍ଲୀଗେଟ୍ ଗାଜିଆବାଦର ଇମ୍ରାନ ଖାନ।

ପୁଲିସ ସେମାନଙ୍କଠାରୁ ବିଭିନ୍ନ ଘରୋଇ ଚ୍ୟାନେଲର ବୁମ୍ ସହ କ୍ୟାମେରା, ପରିଚୟପତ୍ର, ମୋବାଇଲ ଫୋନ, ଆଇପ୍ୟାଡ୍‌ ଓ ନଗଦ ୧୯ ହଜାର ୬୮୦ ଟଙ୍କା ଜବତ କରିଛି। ବରଗଡ଼ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ମ୍ୟାନେଜର ମନୋଜ କୁମାର ଶତପଥୀଙ୍କ ଅଭିଯୋଗ ଅନୁସାରେ ଏହି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story