ଅଭିନନ୍ଦନଙ୍କ ମୁକ୍ତି ଖୁସିରେ ମିଳୁଛି ମାଗଣା ଚା’

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଭାରତୀୟ ପାଇଲଟ୍‌ ଅଭିନନ୍ଦନ ବର୍ତମାନ ଆଜି ପାକିସ୍ତାନ କବଳରୁ ମୁକ୍ତି ପାଇ ଭାରତ ଫେରୁଛନ୍ତି। ଏହି ଖୁସିରେ ଢ଼େଙ୍କାନାଳର ବିଭିନ୍ନ ଚା’ ଦୋକାନରେ ଆଜି ମିଳୁଛି ମାଗଣା ଚା’। ଢେଙ୍କାନାଳ ଗଣେଶ ବଜାରର ପର୍ଶୁ ଟି ଷ୍ଟଲ୍, ଟୁକୁନା ଟି ଷ୍ଟଲ୍ , ଷ୍ଟାଡ଼ିୟମ ନିକଟସ୍ଥ ସିନି ଚା’ ଦୋକାନ ଓ କୃଷ୍ଣ ଚା’ ଦୋକାନ ଆଦିରେ ମାଗଣାରେ ଚା’ ମିଳୁଛି। ଏଥିରୁ ଭାରତୀୟଙ୍କର ଦେଶଭକ୍ତିର ପରିଚୟ ମିଳୁଛି ବୋଲି ଲୋକେ କହିଛନ୍ତି। […]

abhinanda

Manoranjan Sial
  • Published: Friday, 01 March 2019
  • , Updated: 01 March 2019, 10:29 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଭାରତୀୟ ପାଇଲଟ୍‌ ଅଭିନନ୍ଦନ ବର୍ତମାନ ଆଜି ପାକିସ୍ତାନ କବଳରୁ ମୁକ୍ତି ପାଇ ଭାରତ ଫେରୁଛନ୍ତି। ଏହି ଖୁସିରେ ଢ଼େଙ୍କାନାଳର ବିଭିନ୍ନ ଚା’ ଦୋକାନରେ ଆଜି ମିଳୁଛି ମାଗଣା ଚା’। ଢେଙ୍କାନାଳ ଗଣେଶ ବଜାରର ପର୍ଶୁ ଟି ଷ୍ଟଲ୍, ଟୁକୁନା ଟି ଷ୍ଟଲ୍ , ଷ୍ଟାଡ଼ିୟମ ନିକଟସ୍ଥ ସିନି ଚା’ ଦୋକାନ ଓ କୃଷ୍ଣ ଚା’ ଦୋକାନ ଆଦିରେ ମାଗଣାରେ ଚା’ ମିଳୁଛି। ଏଥିରୁ ଭାରତୀୟଙ୍କର ଦେଶଭକ୍ତିର ପରିଚୟ ମିଳୁଛି ବୋଲି ଲୋକେ କହିଛନ୍ତି। ଏଥି ସହିତ ଭାରତ ମାତା କି ଜୟ ନାରା ସହିତ ଚା ପିଇବାର ମଜା ଉଠାଉଛନ୍ତି ଲୋକେ।

Related story