ଜି.ଉଦୟଗିରି: ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ମା’ ଓ ଝିଅ ମୃତ

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ତୁମୁଡ଼ିବନ୍ଧ ଗାଁର ତେଲମୁଣ୍ଡା ସାହିରେ ଆଜି ଭୋରରେ ଏକ ଦୁଃଖଦ ଘଟଣା ଘଟିଛି। ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ମା’ ଓ ଝିଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭାରତୀ ଦଳପତି ଓ ତାଙ୍କ ଝିଅ ଯାଜ୍ଞସେନୀ।

death

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 09:54 AM IST

Related story