ଅଲିଭ୍‌ ରିଡ୍‌ଲେଙ୍କ ଶ୍ମଶାନ ପାଲଟୁଛି ଗହୀରମଥା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଲିଛି ଅଲିଲ୍‌ ରିଡଲେଙ୍କ ମିଳନ ଋତୁ। ଏଥିପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ଆସୁଛନ୍ତି ହଜାର ହଜାର ସଂଖ୍ୟାରେ କଇଁଛ। ମାଛ ମାଫିଆଙ୍କ ଯୋଗୁ ଏହି ବିରଳ ପ୍ରଜାତିର କଇଁଛଙ୍କର ଏନ୍ତୁଡିଶାଳ କୁହାଯାଉଥିବା ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟ ପାଲଟିଛି ଅଲିଭ ରିଡଲେଙ୍କ ଶ୍ମଶାନ। କଇଁଛଙ୍କ ଆଗମନକୁ ଲକ୍ଷ୍ୟ କରି କେନ୍ଦ୍ରପଡ଼ାର ଗହୀରମଥାକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହେଲେ ସାତମାସ ପାଇଁ ଦେବୀ ମୁହାଣଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ମାଛ ମାରିବା […]

Gahirmatha-became-the-crematorium-for-olive-ridley-turtles

Manoranjan Sial
  • Published: Saturday, 02 March 2019
  • Updated: 02 March 2019, 07:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଲିଛି ଅଲିଲ୍‌ ରିଡଲେଙ୍କ ମିଳନ ଋତୁ। ଏଥିପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ଆସୁଛନ୍ତି ହଜାର ହଜାର ସଂଖ୍ୟାରେ କଇଁଛ। ମାଛ ମାଫିଆଙ୍କ ଯୋଗୁ ଏହି ବିରଳ ପ୍ରଜାତିର କଇଁଛଙ୍କର ଏନ୍ତୁଡିଶାଳ କୁହାଯାଉଥିବା ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟ ପାଲଟିଛି ଅଲିଭ ରିଡଲେଙ୍କ ଶ୍ମଶାନ।

କଇଁଛଙ୍କ ଆଗମନକୁ ଲକ୍ଷ୍ୟ କରି କେନ୍ଦ୍ରପଡ଼ାର ଗହୀରମଥାକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହେଲେ ସାତମାସ ପାଇଁ ଦେବୀ ମୁହାଣଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ମାଛ ମାରିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଏ। ମାତ୍ର କଟକଣା ସତ୍ତ୍ୱେ ଟ୍ରଲର ଚଳାଚଳ କରିବାରୁ କଇଁଛଙ୍କ ମୃତ୍ୟୁ ଘଟୁଛି।

ଏହି ଅଭୟାରଣ୍ୟକୁ ସୁରକ୍ଷିତ ମନେକରି ହଜାର ହଜାର ମାଇଲ ଦୂରରୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି ଅଲିଭ ରିଡ୍‌ଲେ। ଏମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନି। ଗହୀରମଥା ମୁହାଣ ନିକଟରେ ମାଛ ମାଫିଆଙ୍କ ଦ୍ୱାରା ଚାଲୁଥିବା ଶହ ଶହ ଯନ୍ତ୍ର ଚାଳିତ ବୋଟ୍‌ ନେଉଛି ବିରଳ କଇଁଛଙ୍କ ଜୀବନ। ଟ୍ରଲର ମାଡରେ ଶତାଧିକ କଇଁଛଙ୍କ ମୃତ୍ୟୁ ହେଉଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ। କଇଁଛଙ୍କ ଅକାଳ ମୃତ୍ୟୁ ପାଇଁ ସେମାନେ ବନ ବିଭଗକୁ ଦାୟୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story