ଗାନ୍ଧୀମୂର୍ତ୍ତୀ ନିକଟରେ କଂଗ୍ରେସ ବିଧାୟକଙ୍କ ଧାରଣା

ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଦଳର ସମସ୍ତ ବିଧାୟକମାନେ ଆଜି ଗାନ୍ଧୀମୂର୍ତ୍ତୀ ତଳେ ଧାରଣା ଦେଇଛନ୍ତି। ବିଧାନସଭାରେ ବିରୋଧୀଙ୍କ କଣ୍ଠରୋଧ କରି ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ଅଭିଯୋଗ କରିବା ସହ ଶିଶୁଭବନରେ ଶିଶୁମୃତ୍ୟୁ ପ୍ରସଙ୍ଗ ଉଠାଇ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଏହି ଘଟଣାରେ ରାଜ୍ୟ ସରକାର ପୁତନା ସାଜିଛନ୍ତି ବୋଲି ବିରୋଧୀ କଂଗ୍ରେସ ଅଭିଯୋଗ କରିଛି।

assembly

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 07:51 AM IST

Related story