ଗଣେଶ ଭସାଣକୁ ନେଇ ପୁରୁଣା ଭୁବନେଶ୍ୱରରେ ଗଣ୍ଡଗୋଳ, ୫ ଆହତ

ଭୁବନେଶ୍ୱର: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗତକାଲି ରାତିରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇଟି ଭିନ୍ନ ପୂଜା କମିଟି କର୍ମକର୍ତ୍ତା ମଧ୍ୟରେ ଗଣ୍ଡଗୋଳ ଘଟି ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକମାନେ ହେଲେ ବଡ଼ସାହିର ମୁକ୍ତିକାନ୍ତ ବଡୁ ଓ ଚନ୍ଦ୍ରକାନ୍ତ ବଡୁ। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ୍‌ ମୁତୟନ କରାଯାଇଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ […]

old-town

Rakesh Mallick
  • Published: Monday, 19 September 2016
  • , Updated: 19 September 2016, 09:41 AM IST

ଭୁବନେଶ୍ୱର: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗତକାଲି ରାତିରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇଟି ଭିନ୍ନ ପୂଜା କମିଟି କର୍ମକର୍ତ୍ତା ମଧ୍ୟରେ ଗଣ୍ଡଗୋଳ ଘଟି ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକମାନେ ହେଲେ ବଡ଼ସାହିର ମୁକ୍ତିକାନ୍ତ ବଡୁ ଓ ଚନ୍ଦ୍ରକାନ୍ତ ବଡୁ।

ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ୍‌ ମୁତୟନ କରାଯାଇଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ୍‌ ଚେଷ୍ଟା ଚଳାଇଛି।

Related story