ବାଲେଶ୍ୱରରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ଗାଏବ କରିଦେଲେ ଅଭିଯୁକ୍ତ

Ordigital Desk
  • Published: Tuesday, 20 March 2018
  • , Updated: 20 March 2018, 10:21 PM IST
<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ପୁଟିବନ୍ଧ ଗାଁରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ଗାଏବ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ କେନ୍ଦୁଆ ଗାଁର ଜଣେ ବ୍ୟକ୍ତିଙ୍କ ପାଳିତା ଝିଅକୁ ପୁଟିବନ୍ଧ ଗାଁର ଏକ ଦମ୍ପତ୍ତି ନାନା ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇଥିଲେ। ହେଲେ ଶାରୀରିକ ନିର୍ଯାତନା ଯୋଗୁଁ ଝିଅଟି ସେଠାରେ ରହିବାକୁ ଚାହିଁ ନଥିଲା। ଏହା ପରେ ଘର ମାଲିକ ଓ ଅନ୍ୟ ୩ଜଣ ସାଥୀ ମିଶି ଝିଅଟିକୁ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ। ଘଟଣା ଜଣାପଡିବା ପରେ ସମସ୍ତଙ୍କୁ ଗାଁ ଲୋକେ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଥିଲେ। ଅଭିଯୁକ୍ତଙ୍କୁ ପଚାର ଉଚରା ଚାଲିଥିବାବେଳେ ନାବାଳିକାର ସନ୍ଧାନ ଚଲାଛି ପୋଲିସ୍।</p>

Related story