ବିହାରକୁ ଯାଉଥିଲା, ଧରିଲା ପୁଲିସ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିରେ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏମ୍ଭି ୭୯ ପୁଲିସ ୧୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ହୋମଗାର୍ଡ ଓ ଜଣେ ମହିଳାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୁଲିସ। ଜବତ ଗଞ୍ଜେଇର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ଆନୁମନା କରାଯାଉଛି। ସେହିଭଳି ଗଞ୍ଜେଇ ପରିବହନରେ ବ୍ୟବହୃତ ଗୋଟିଏ କାର, ଟ୍ରାକ୍ଟର, ମୋଟରସାଇକେଲ ଓ ୫ଟି ମୋବାଇଲ ଜବତ […]

ganja-1

Madhupriya Mistry
  • Published: Tuesday, 02 February 2021
  • , Updated: 02 February 2021, 07:56 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିରେ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏମ୍ଭି ୭୯ ପୁଲିସ ୧୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ହୋମଗାର୍ଡ ଓ ଜଣେ ମହିଳାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୁଲିସ। ଜବତ ଗଞ୍ଜେଇର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ଆନୁମନା କରାଯାଉଛି।

ସେହିଭଳି ଗଞ୍ଜେଇ ପରିବହନରେ ବ୍ୟବହୃତ ଗୋଟିଏ କାର, ଟ୍ରାକ୍ଟର, ମୋଟରସାଇକେଲ ଓ ୫ଟି ମୋବାଇଲ ଜବତ କରିଛି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟରକୁ ଅଟକାଇ ଏହାକୁ ଯାଞ୍ଚ୍ କରିବା ପରେ ୪୮ ପ୍ୟାକେଟ୍ ଗଞ୍ଜେଇ ମିଳିଥିଲା। ଏହି ଗଞ୍ଜେଇ ବିହାରକୁ ଚାଲାଣ କରାଯାଉଥିଲା

Related story