ଗଞ୍ଜାମ: ବିଭିନ୍ନ ଶକ୍ତି ପୀଠରେ ପୁରୀ ଶ୍ରୀମନ୍ଦିରରୁ ପହଞ୍ଚିଲା ପାଟ ଲୁଗା, ଅଭଡ଼ା ଓ ତୁଳସୀମାଳ

ଗଞ୍ଜାମ: ଗଞ୍ଜ।ମ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠ ପାଇଁ ପୁରୀ ଶ୍ରୀମନ୍ଦିରରୁ ପାଟ ଲୁଗା, ଅଭଡ଼ା ଓ ତୁଳସୀମାଳ ପହଞ୍ଚିଛି । ନବକଳେବର ପୂର୍ବରୁ ବିଭିନ୍ନ ଶକ୍ତିପୀଠକୁ ଶ୍ରୀମନ୍ଦିର ପକ୍ଷରୁ ଏହି ସବୁ ଦ୍ରବ୍ୟ ପଠାଯିବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡାକରା ପାଇ ବ୍ରହ୍ମପୁର ବ୍ରାହ୍ମଣ ସମାଜର ବିରୁପାକ୍ଷ ଦାଶ ପୁରୀ ଯାଇଥିଲେ । ଗତକାଲି ମା ବୁଢ଼ି ସାଆନ୍ତାଣିଙ୍କ ମନ୍ଦିରରେ ପ୍ରଥମେ ଏସବୁ ଅର୍ପଣ କରାଯାଇଥିଲା । ପରେ ଏହାକୁ […]

puri

Rakesh Mallick
  • Published: Saturday, 13 June 2015
  • , Updated: 13 June 2015, 05:51 AM IST

ଗଞ୍ଜାମ: ଗଞ୍ଜ।ମ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠ ପାଇଁ ପୁରୀ ଶ୍ରୀମନ୍ଦିରରୁ ପାଟ ଲୁଗା, ଅଭଡ଼ା ଓ ତୁଳସୀମାଳ ପହଞ୍ଚିଛି । ନବକଳେବର ପୂର୍ବରୁ ବିଭିନ୍ନ ଶକ୍ତିପୀଠକୁ ଶ୍ରୀମନ୍ଦିର ପକ୍ଷରୁ ଏହି ସବୁ ଦ୍ରବ୍ୟ ପଠାଯିବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡାକରା ପାଇ ବ୍ରହ୍ମପୁର ବ୍ରାହ୍ମଣ ସମାଜର ବିରୁପାକ୍ଷ ଦାଶ ପୁରୀ ଯାଇଥିଲେ । ଗତକାଲି ମା ବୁଢ଼ି ସାଆନ୍ତାଣିଙ୍କ ମନ୍ଦିରରେ ପ୍ରଥମେ ଏସବୁ ଅର୍ପଣ କରାଯାଇଥିଲା । ପରେ ଏହାକୁ ଜିଲ୍ଲାର ଅନ୍ୟ ୧୭ଟି ପୀଠକୁ ପଠାଯିବ ।

Related story