ଜେଏମଏମ୍‌ରେ ମିଶିବେ ବିଧାୟକ ଜର୍ଜ ତିର୍କୀ

ରାଉରକେଲା: ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରେ ମିଶିବେ ବିଧାୟକ ଜର୍ଜ ତିର୍କୀ। ବର୍ତ୍ତମାନ ସେ ସୁନ୍ଦରଗଡ଼ ଜିଲ୍ଲା  ବୀରମିତ୍ରପୁରର ସ୍ୱାଧୀନ ବିଧାୟକ ଅଛନ୍ତି। ଜର୍ଜ ତିର୍କୀ ଜେଏମଏମ୍‌ରେ ମିଶିବା ନେଇ  ଦଳର ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ୍‌ ସୂଚନା ଦେଇଛନ୍ତି। ଗତକାଲି  ବାଦାମପାହାଡ଼ଠାରେ ଅନୁଷ୍ଠିତ ଏକ ବୈଠକରେ ମହେଶ ଚନ୍ଦ୍ର ହେମ୍ବ୍ରମ କହିଥିଲେ,“ଜର୍ଜ ତିର୍କୀ  ଦଳରେ ଯୋଗଦେଲେ ଆଗାମୀ ନିର୍ବାଚନ ପାଇଁ ଫଳପ୍ରଦ ହେବ। ଏଥିସହ ଜର୍ଜ ତିର୍କୀ  ଜେଏମଏମ୍‌ରେ ଯୋଗଦେବା ପାଇଁ ଲିଖିତ ପ୍ରସ୍ତାବ ଦେଇଥିଲେ।”

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 09:05 AM IST

ରାଉରକେଲା: ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରେ ମିଶିବେ ବିଧାୟକ ଜର୍ଜ ତିର୍କୀ। ବର୍ତ୍ତମାନ ସେ ସୁନ୍ଦରଗଡ଼ ଜିଲ୍ଲା  ବୀରମିତ୍ରପୁରର ସ୍ୱାଧୀନ ବିଧାୟକ ଅଛନ୍ତି। ଜର୍ଜ ତିର୍କୀ ଜେଏମଏମ୍‌ରେ ମିଶିବା ନେଇ  ଦଳର ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ୍‌ ସୂଚନା ଦେଇଛନ୍ତି।

ଗତକାଲି  ବାଦାମପାହାଡ଼ଠାରେ ଅନୁଷ୍ଠିତ ଏକ ବୈଠକରେ ମହେଶ ଚନ୍ଦ୍ର ହେମ୍ବ୍ରମ କହିଥିଲେ,“ଜର୍ଜ ତିର୍କୀ  ଦଳରେ ଯୋଗଦେଲେ ଆଗାମୀ ନିର୍ବାଚନ ପାଇଁ ଫଳପ୍ରଦ ହେବ। ଏଥିସହ ଜର୍ଜ ତିର୍କୀ  ଜେଏମଏମ୍‌ରେ ଯୋଗଦେବା ପାଇଁ ଲିଖିତ ପ୍ରସ୍ତାବ ଦେଇଥିଲେ।”

Related story