ଘାରିଲା ଜଳବାୟୁ ପରିବର୍ତ୍ତନ ଚିନ୍ତା, ଓଡ଼ିଶା ପ୍ରସ୍ତୁତ କଲା ଆକ୍ସନ ପ୍ଳାନ

ଭୁବନେଶ୍ୱର: ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ଓଡିଶା ପ୍ରସ୍ତୁତ କରିଛି ଆକ୍ସନ ପ୍ଲାନ। ଦେଶର ପ୍ରଥମ ରାଜ୍ୟ ଭାବେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ୨୦୧୦ରୁ ୧୫ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ। ଜଳବାୟୁ ପରିବର୍ତ୍ତନ ଦ୍ବାରା କୃଷି, ଜଳସଂପଦ, ବିପର୍ଯ୍ୟୟ ପ୍ରଶମନ, ଶକ୍ତି, ନଗର ଉନ୍ନୟନ, ଜଙ୍ଗଲ ଆଦି ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛି। ତେବେ ବିପର୍ଯ୍ୟୟ ସମୟରେ ଏହି […]

globalizacja_t

Rakesh Mallick
  • Published: Thursday, 28 May 2015
  • , Updated: 28 May 2015, 04:19 PM IST

ଭୁବନେଶ୍ୱର: ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ଓଡିଶା ପ୍ରସ୍ତୁତ କରିଛି ଆକ୍ସନ ପ୍ଲାନ। ଦେଶର ପ୍ରଥମ ରାଜ୍ୟ ଭାବେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ୨୦୧୦ରୁ ୧୫ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ। ଜଳବାୟୁ ପରିବର୍ତ୍ତନ ଦ୍ବାରା କୃଷି, ଜଳସଂପଦ, ବିପର୍ଯ୍ୟୟ ପ୍ରଶମନ, ଶକ୍ତି, ନଗର ଉନ୍ନୟନ, ଜଙ୍ଗଲ ଆଦି ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛି। ତେବେ ବିପର୍ଯ୍ୟୟ ସମୟରେ ଏହି ୧୧ଟି ବିଭାଗ କିପରି ଭାବେ ଏହାର ମୁକାବିଲା କରିଛନ୍ତି ଓ ଆଗକୁ କିପରି ମୁକାବିଲା ପ୍ରସ୍ତୁତି ହୋଇଛି ସେ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଛି।

Related story