କଲେଜ ଗେଟ୍‌ ସମ୍ମୁଖ ପାଲଟିଲା ରଣକ୍ଷେତ୍ର! ଯିଏ ଯେମିତି ପାରିଲା ଗୋଡ଼ାଇ ଗୋଡ଼ାଇ ପିଟିଲା

କେନ୍ଦୁଝର (ପ୍ରଣୟ ପାଣି): କଲେଜ କ୍ୟାମ୍ପସ୍‌ ଭିତରେ ଦୁଇ ଛାତ୍ର ତୁ ତୁ ମେଁ ମେଁ ହୋଇଥିଲେ। ପରେ ଏହି କଳି କଲେଜ କ୍ୟାମ୍ପସ୍‌ ବାହାରକୁ ଯାଉଥିଲା। ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ। ରଣକ୍ଷେତ୍ର ପାଲଟିଥିଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ସମ୍ମୁଖ। ଯିଏ ଯେମିତି ପାରିଲା, ତାକୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଶନିବାର ଅପରାହ୍ନରେ ଘଟଗାଁ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଆକ୍ରମ ଖାଁ କ୍ଲାସ୍‌ ରୁମ୍‌ରେ […]

Tarini Thakurani Mahavidyalaya

Tarini Thakurani Mahavidyalaya

Ordigital Desk
  • Published: Sunday, 21 November 2021
  • Updated: 21 November 2021, 06:39 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କଲେଜ କ୍ୟାମ୍ପସ୍‌ ଭିତରେ ଦୁଇ ଛାତ୍ର ତୁ ତୁ ମେଁ ମେଁ ହୋଇଥିଲେ। ପରେ ଏହି କଳି କଲେଜ କ୍ୟାମ୍ପସ୍‌ ବାହାରକୁ ଯାଉଥିଲା। ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ। ରଣକ୍ଷେତ୍ର ପାଲଟିଥିଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ସମ୍ମୁଖ। ଯିଏ ଯେମିତି ପାରିଲା, ତାକୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ଦେଖିବାକୁ ମିଳିଛି।

ଶନିବାର ଅପରାହ୍ନରେ ଘଟଗାଁ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଆକ୍ରମ ଖାଁ କ୍ଲାସ୍‌ ରୁମ୍‌ରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିଲେ। ଯାହାକୁ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ସୃଷ୍ଟି ନାରାୟଣ ଦେହୁରୀ ବିରୋଧ କରିଥିଲେ। ତା’ପରେ ଆକ୍ରାମଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବୁଝିବା ମୋଡ୍‌ରେ ନଥିଲେ ଆକ୍ରାମ। ନିଜ ସିନିୟରଙ୍କ କଥାକୁ ନମାନି ଓଲଟା ସୃଷ୍ଟି ନାରାୟଣଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା।

କଲେଜ କ୍ୟାମ୍ପସ ପରିସରରେ ହୋଇଥିବା ସାମାନ୍ୟ ବଚସା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିଥିଲା। ଅଭିଯୋଗ ଅନୁସାରେ କଲେଜ ସରିବା ପରେ ଆକ୍ରମ ଖାଁ କେତେକ ଅଣ କଲେଜ ସାଙ୍ଗଙ୍କୁ ଡାକି ସୃଷ୍ଟି ନାରାୟଣ ଦେହୁରୀଙ୍କୁ ମାଡ଼ ମାରିଥିଲେ। ସୃଷ୍ଟି ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ କଲେଜ ସମ୍ମୁଖରେ ପହଞ୍ଚି ଆକ୍ରମ ଖାଁ ଓ ତାଙ୍କ ସାଙ୍ଗମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ  କଲେଜ ଗେଟ୍‌ ସମ୍ମୁଖରେ ସୃଷ୍ଟି ହୋଇଥିଲା ରଣକ୍ଷେତ୍ର। ଯିଏ ଯେମିତି ପାରିଲା, ତାକୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏ ନେଇ ଘଟଗାଁ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story