ଗୋଟିଏ ଭୁଲ୍ ପାଇଁ ଶିଶୁପାଳ ହୋଇ ଫେରିଲେ ସୁରେନ୍ଦ୍ର

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବରଯାତ୍ରୀ କନ୍ୟାଘରେ ପହଞ୍ଚି ସାରିଥିଲେ। ଭୋଜିଭାତ ବି ଶେଷ ହୋଇ ଯାଇଥିଲା। ତେବେ ବର ଯେତେବେଳେ ବେଦୀ ଉପରକୁ ଗଲା, ସେତେବେଳେ ସବୁ ଗଡ଼ବଡ଼ ହୋଇଗଲା। ମଦ ନିଶାରେ ଟଳମଳ ହୋଇ ବର ବେଦୀକୁ ଯାଇଥିଲା। ବେଦୀରେ ସେ ଠିକ୍‌ରେ ବସି ବି ପାରୁ ନଥିଲା ଓ ମଝିରେ ମଝିରେ ଖସି ପଡ଼ୁଥିଲା। ବରର ଏପରି ଅବସ୍ଥା ଦେଖି କନ୍ୟା ବେଦୀରୁ ଉଠି ଯାଇଥିଲା ଓ ବାହା ହେବାକୁ ମନା କରି ଦେଇଥିଲା। ଶେଷରେ […]

marriage

marriage

Jitendra Garnayak
  • Published: Tuesday, 14 May 2019
  • Updated: 14 May 2019, 10:20 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବରଯାତ୍ରୀ କନ୍ୟାଘରେ ପହଞ୍ଚି ସାରିଥିଲେ। ଭୋଜିଭାତ ବି ଶେଷ ହୋଇ ଯାଇଥିଲା। ତେବେ ବର ଯେତେବେଳେ ବେଦୀ ଉପରକୁ ଗଲା, ସେତେବେଳେ ସବୁ ଗଡ଼ବଡ଼ ହୋଇଗଲା। ମଦ ନିଶାରେ ଟଳମଳ ହୋଇ ବର ବେଦୀକୁ ଯାଇଥିଲା। ବେଦୀରେ ସେ ଠିକ୍‌ରେ ବସି ବି ପାରୁ ନଥିଲା ଓ ମଝିରେ ମଝିରେ ଖସି ପଡ଼ୁଥିଲା। ବରର ଏପରି ଅବସ୍ଥା ଦେଖି କନ୍ୟା ବେଦୀରୁ ଉଠି ଯାଇଥିଲା ଓ ବାହା ହେବାକୁ ମନା କରି ଦେଇଥିଲା। ଶେଷରେ ବର ଶିଶୁପାଳ ହୋଇ ଫେରିଥିଲା। ରବିବାର ଦିନ ଏମିତି ଏକ ଘଟଣା ଘଟିଯାଇଛି, ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ୍ ଗୋବର୍ଦ୍ଧନ ବଡ଼ମାଲ ଗାଁରେ।

ଗାଁର ଭିକ ଭୁଏଙ୍କ ଝିଅ ମମତାଙ୍କର ବାହାଘର ନାକଟିଦେଉଳ ବ୍ଲକ୍ ଅଞ୍ଚଳର ସୁରେନ୍ଦ୍ରଙ୍କ ସହିତ ଠିକ୍‌ ହୋଇଥିଲା। ନିର୍ଦ୍ଧାରିତ ତିଥିରେ ସୁରେନ୍ଦ୍ର ବନ୍ଧୁବାନ୍ଧବଙ୍କୁ ସାଥୀରେ ନେଇ ଝିଅ ଘରେ ପହଞ୍ଚିଥିଲେ। ତେବେ ବାହା ହେବାକୁ ଆସିଥିବା ସୁରେନ୍ଦ୍ର ନିଜେ ମଦ ପିଇ ଦେଇଥିଲେ। ସେ ଏତେ ମଦ ପିଇଥିଲେ ଯେ ତାଙ୍କର ଆଉ ହୋସ୍ ନଥିଲା। ସେ କ’ଣ କହୁଥିଲେ, ସେ ନିଜେ ବି ଜାଣିପାରୁ ନଥିଲେ।  ତାଙ୍କର ଏପରି ଅବସ୍ଥା ଦେଖି ମମତା ବାହା ହେବେନି ବୋଲି ରୋକ୍‌ଠୋକ୍ ମନା କରି ଦେଇଥିଲେ। ଏହା ପରେ ଜାତିଭାଇଙ୍କ ଉପସ୍ଥିତିରେ ଏ ବାହାଘରକୁ ବନ୍ଦ କରାଯାଇଥିଲା।

ସୂଚନା ଅନୁଯାୟୀ, ନିଶା ଭାଙ୍ଗିବା ପରେ ସୁରେନ୍ଦ୍ର ବାହା ହେବା ପାଇଁ ମମତାଙ୍କୁ ଅନୁରୋଧ କରିଥିଲେ। ତେବେ ସେ ଆଦୌ ରାଜି ହୋଇ ନଥିଲେ। ଜାତିଭାଇ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ମମତାଙ୍କ ଏହି ସାହସିକତାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜାତିଭାଇ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story