ମୋ ସହିତ ସେକ୍ସ କରିଛ, ମୋତେ ବାହା ହୁଅ...

ଯାଜପୁର (ଅଭୟ ପତି): ‘ସେ ମୋତେ ବାହା ହୁଅନ୍ତୁ। ମୁଁ ବୋହୂ ହେବି। ସ୍ତ୍ରୀର ସମ୍ମାନ ପାଇ ଶାଶୂ ଘରକୁ ଯିବି…।’ ଏପରି ଜିଦ୍‌ ଧରି ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ପ୍ରେମିକା। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ। ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ ବୋହୂ ହେବାକୁ ଦାବି କରି ପ୍ରେମିକ ଘର ଆଗରେ ବସିଛି। ପୂରା ଘଟଣା ଏମିତି। ଭୁବନେଶ୍ୱର ଜାଗମରା ଅଞ୍ଚଳର […]

Jajpur

Jajpur

Manoranjan Sial
  • Published: Friday, 10 December 2021
  • Updated: 10 December 2021, 10:49 PM IST

Sports

Latest News

ଯାଜପୁର (ଅଭୟ ପତି): ‘ସେ ମୋତେ ବାହା ହୁଅନ୍ତୁ। ମୁଁ ବୋହୂ ହେବି। ସ୍ତ୍ରୀର ସମ୍ମାନ ପାଇ ଶାଶୂ ଘରକୁ ଯିବି...।’ ଏପରି ଜିଦ୍‌ ଧରି ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ପ୍ରେମିକା। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ। ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ ବୋହୂ ହେବାକୁ ଦାବି କରି ପ୍ରେମିକ ଘର ଆଗରେ ବସିଛି।

ପୂରା ଘଟଣା ଏମିତି। ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ରାଣୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର ପ୍ରତିକ(ଛଦ୍ମନାମ) ଭଲ ପାଉଥିଲେ। ରାଣୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ। ପ୍ରତିକଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ରାଣୀ। ଯେଉଁପାଇଁ ନିଜକୁ ତାଙ୍କ ଆଗରେ ସମର୍ପି ଦେଇଥିଲେ। ବାହା ହେବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ବାରମ୍ୱାର ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଉଭୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ଭୁବନେଶ୍ୱରରେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ। ବର୍ଷେରୁ ଅଧିକ ସମୟ ଧରି ଏକାଠି ରହୁଥିଲେ। ଏଥିରେ ପରିବାର ଲୋକଙ୍କ ସହମତି ଥିବା ରାଣୀ କହିଛନ୍ତି।

ଏକାଠି ରହିବା ଭିତରେ ରାଣୀଙ୍କ ପ୍ରତି ପ୍ରତିକଙ୍କ ସନ୍ଦେହ ବଢ଼ିଲା। କାହା ସହିତ ଫୋନ୍‌ରେ କଥା ହେଲେ ସବୁବେଳେ ସନ୍ଦେହ କରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ତା’ପରେ ସେ ରାଣୀଙ୍କୁ ଛାଡ଼ି ଗାଁକୁ ପଳାଇ ଆସିଥିଲେ। ଆଉ ରାଣୀଙ୍କୁ ଧରାଛୁଆଁ ଦେଇନଥିଲେ। ଏପରିକି ଫୋନ୍‌ କଲେ ମଧ୍ୟ ପ୍ରତିକ ଉଠାଉ ନଥିବା ରାଣୀ ଅଭିଯୋଗ କରିଛନ୍ତି।

ପ୍ରେମିକ ଘରେ ଥିବା ଜାଣି ରାଣୀ ଆଜି ତାଙ୍କ କୋରେଇ ଥାନା ରଗଡିରେ ପହଞ୍ଚିଥିଲେ। ବାହା ହେବାକୁ ଜିଦ୍‌ କରି ରାଣୀ ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଏ ସମ୍ପର୍କରେ ଖବର ପାଇ କୋରେଇ ଥାନା ପୁଲିସ ଗାଁରେ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରିଛି। ହେଲେ  ରାଣୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

ଯୁବତୀ ଜଣକ କହିଛନ୍ତି-“ମୋତେ ଭଲ ପାଇ ମୋ ସହିତ ସେକ୍ସ କରିଛନ୍ତି। ଏବେ ଛାଡ଼ି ଦେବାକୁ ଚାହୁଁଛନ୍ତି। ସେ କେବଳ ମୋ ସହିତ ଖେଳି ନାହାନ୍ତି। ମୋ ପରି ଅନେକ ଝିଅଙ୍କ ସହିତ ଖେଳିଛନ୍ତି। ଯାହାର ପ୍ରମାଣ ମୋ ପାଖରେ ରହିଛି। ଯେଉଁ ଝିଅଙ୍କ ସହିତ ଖେଳିଛନ୍ତି, ତାଙ୍କର ଫଟୋ ଥିବା ମେମୋରି କାର୍ଡକୁ ମୁଁ ନଷ୍ଟ କରିଦେଇଛି। ମୁଁ ଚାହୁଁଛି, ସେ ମୋତେ ବାହାହୁଅନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story