ଭୁବନେଶ୍ୱର: ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ସ୍କୁଲର ଜଣେ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅଭିଭାବକମାନେ ଏପରି ସାଂଘାତିକ ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି। ସ୍କୁଲର ଶିକ୍ଷକ ବିଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାଚ ରଣ କରୁଥିବା ଅଭିଯୋଗ ହୋଇଛି। କେତେବେଳେ ଖାତା ଦେଖିବା ବାହାନାରେ ତ ପୁଣି କେତେ ବେଳେ ଭିନ୍ନଭିନ୍ନ କାରଣକୁ ନେଇ ସେମାନଙ୍କୁ ଶିକ୍ଷକ ଡାକି ଅସଦାରଣ କରିଥିଲେ। ଗତମାସ ୯ ତାରିଖରେ ଛାତ୍ରୀମାନଙ୍କ […]

RapegraphJPG

Manoranjan Sial
  • Published: Saturday, 03 November 2018
  • , Updated: 03 November 2018, 05:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ସ୍କୁଲର ଜଣେ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅଭିଭାବକମାନେ ଏପରି ସାଂଘାତିକ ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି। ସ୍କୁଲର ଶିକ୍ଷକ ବିଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାଚ ରଣ କରୁଥିବା ଅଭିଯୋଗ ହୋଇଛି। କେତେବେଳେ ଖାତା ଦେଖିବା ବାହାନାରେ ତ ପୁଣି କେତେ ବେଳେ ଭିନ୍ନଭିନ୍ନ କାରଣକୁ ନେଇ ସେମାନଙ୍କୁ ଶିକ୍ଷକ ଡାକି ଅସଦାରଣ କରିଥିଲେ।

ଗତମାସ ୯ ତାରିଖରେ ଛାତ୍ରୀମାନଙ୍କ ଅଭିଭାବକ ମାନେ ଅଭିଯୋଗ କରିଥିଲେ। ଏହି ଘଟଣା ପରଠାରୁ ସ୍କୁଲ କର୍ତ୍ତୃପକ୍ଷ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହୋଇ ଥିଲେ ମଧ୍ୟ ପୁଲିସ ତଦନ୍ତ କରିବ

Related story