ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୀଳଗିରି(ବିଶ୍ୱମ୍ବର ଦାସ): ନୀଳଗିରି ଜଙ୍ଗଲରୁ  ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କେସିପୁର ପଞ୍ଚାୟତର ତରତରି ଗାଁର ରଶ୍ମି ମାରାଣ୍ଡି। ଗତ ୧୫ ତାରିଖରୁ ସେ ନିଖୋଜ ଥିଲେ। ଗତକାଲି କାଳବୈଶାଖୀ ପରେ ଜଙ୍ଗଲରୁ ଦୁର୍ଗନ୍ଧ ବାହାରିଥିଲା। ଲୋକେ ଜଙ୍ଗଲ ଭିତରେ ପଶି ଝିଅଟିର ମୃତଦେହ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏହା ହତ୍ୟା କି ଆତ୍ମହତ୍ୟା ତାହା […]

deadbodymmmmmmmmmmmmmm

Tapaswini Nayak
  • Published: Wednesday, 19 June 2019
  • , Updated: 19 June 2019, 08:05 AM IST

ନୀଳଗିରି(ବିଶ୍ୱମ୍ବର ଦାସ): ନୀଳଗିରି ଜଙ୍ଗଲରୁ  ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କେସିପୁର ପଞ୍ଚାୟତର ତରତରି ଗାଁର ରଶ୍ମି ମାରାଣ୍ଡି। ଗତ ୧୫ ତାରିଖରୁ ସେ ନିଖୋଜ ଥିଲେ।

ଗତକାଲି କାଳବୈଶାଖୀ ପରେ ଜଙ୍ଗଲରୁ ଦୁର୍ଗନ୍ଧ ବାହାରିଥିଲା। ଲୋକେ ଜଙ୍ଗଲ ଭିତରେ ପଶି ଝିଅଟିର ମୃତଦେହ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।

Related story