ଲୋକଙ୍କ ସୁଖ ଦୁଃଖରେ ନିତ୍ୟାନନ୍ଦ: ହାତରେ କୋଦାଳ ଧରି ରାସ୍ତାରେ ବିଧାୟକ

ଉମରକୋଟ(କାର୍ତ୍ତିକ ମଲ୍ଲିକ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜ ନିର୍ବାଚନମଣ୍ଡଳୀରେ ହାତରେ କୋଦାଳ ଧରି ଖାଲ ଢିପ ରାସ୍ତା ସମତୁଲ କରିବା ଦୃଶ୍ୟ ଏବେ ପୁଣି ଚର୍ଚ୍ଚା ର ବିଷୟ ପାଲଟିଛି । ଉମରକୋଟ ମ୍ୟୁନୁସିପାଲଟି ଅନ୍ତର୍ଗତ ଭାଲୁଗୁଡ଼ା ସାହିରେ ବିଧାୟକ ନିତ୍ୟାନନ୍ଦ ରାସ୍ତା ସମତୁଲ କରୁଥିବା ଦେଖିବାକୁ ମିଳିଛି। ସବୁବେଳେ ନିଜ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚିତ ନିତ୍ୟାନନ୍ଦ ଗଣ୍ଡ ବିଧାୟକ ପଦ ପାଇବା ପରେ ବି ବଦଳି ଯାଇ ନାହାନ୍ତି। ତାଙ୍କ ଚାଲିଚଳଣ […]

546

546

Niharika Rout
  • Published: Wednesday, 04 September 2019
  • Updated: 04 September 2019, 09:47 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜ ନିର୍ବାଚନମଣ୍ଡଳୀରେ ହାତରେ କୋଦାଳ ଧରି ଖାଲ ଢିପ ରାସ୍ତା ସମତୁଲ କରିବା ଦୃଶ୍ୟ ଏବେ ପୁଣି ଚର୍ଚ୍ଚା ର ବିଷୟ ପାଲଟିଛି । ଉମରକୋଟ ମ୍ୟୁନୁସିପାଲଟି ଅନ୍ତର୍ଗତ ଭାଲୁଗୁଡ଼ା ସାହିରେ ବିଧାୟକ ନିତ୍ୟାନନ୍ଦ ରାସ୍ତା ସମତୁଲ କରୁଥିବା ଦେଖିବାକୁ ମିଳିଛି। ସବୁବେଳେ ନିଜ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚିତ ନିତ୍ୟାନନ୍ଦ ଗଣ୍ଡ ବିଧାୟକ ପଦ ପାଇବା ପରେ ବି ବଦଳି ଯାଇ ନାହାନ୍ତି। ତାଙ୍କ ଚାଲିଚଳଣ ଏବେ ବି ସାଧାରଣ ମଣିଷ ଭଳି। କ୍ଷମତାର ଅହଙ୍କାର ନାହିଁ କି ମନରେ ଗର୍ବ ନାହିଁ।  ଏବେ ବି ସେ ଅତି ସାଧାରଣ ଜୀବନ ବିତାଇବା ସହ ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସବୁବେଳେ ବ୍ୟସ୍ତ । କେତେବେଳେ ସେ ମକା ବିଲରେ ପଶି କୀଟନାଶକ ମାରୁଛନ୍ତି ତ’ ପୁଣି କେତେବେଳେ ଲୋକଙ୍କ ସହ ମିଶି ରାସ୍ତା ସମତୁଲ କରୁଛନ୍ତି । ତାଙ୍କର କାମକୁ ଲୋକେ ପ୍ରଶଂସା କରିଛନ୍ତି।

ଲଗାଣ ବର୍ଷା ଯୋଗୁଁ ଉମରକୋଟ ସହରର ଭାଲୁଗୁଡ଼ା ରାସ୍ତାର ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇପଡ଼ିଥିଲା । ରାସ୍ତା ମରାମତି ହୋଇନଥିବାରୁ ରାସ୍ତାରେ ଛୋଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଇଥିଲା । ଯିବା ଆସିବା କରୁଥିବା ଲୋକେ ନାହିଁ ନ ଥିବା ହଇରାଣ ହେଉଥିଲେ । ଲୋକଙ୍କ ଅସୁବିଧାକୁ ଦେଖି ଚୁପ୍‌ ବସି ପାରି ନ ଥିଲେ ବିଧାୟକ। ବିରୋଧୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ସବୁ କ୍ଷେତ୍ରରେ ସରକାରୀ ଅନୁଦାନକୁ ଚାହିଁ ନ ବସି ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ଆଗେଇ ଆସିଥିଲେ ।

ହାତରେ କୋଦାଳ ଧରି  ରାସ୍ତାରେ ନିଜେ ମାଟି ହାଣି ପକାଇବା ସହ  ରାସ୍ତା କାମର ବଳକା ପିଚୁ ମିଶ୍ରଣକୁ ଆଣି ଖାଲୁଆ ସ୍ଥାନରେ ପକାଇଛନ୍ତି । ବିଧାୟକ ନିଜେ କାମ କରୁଥିବା ଦେଖି ଲୋକମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ସବୁବେଳେ ସରକାରଙ୍କ ଉପରେ ଭରସା ନକରି ନିଜ ଉଦ୍ୟମରେ ବି କାମ କଲେ ସମସ୍ୟା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story