ଏଥର ଭଲ ବର୍ଷା: କେଉଁଠି କେତେ ପ୍ରତିଶତ ହେବ ବର୍ଷା ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବାନୁମାନ। ଆଗକୁ ମୌସୁମୀ ବାୟୁ ସ୍ୱାଭାବିକ ରହିବା ସହ ସାରା ଦେଶରେ ହୋଇପାରେ ୯୭ ପ୍ରତିଶତ ବର୍ଷା। ସେହିପରି ଆଞ୍ଚଳିକ ଭିତ୍ତିରେ କେନ୍ଦ୍ର ଭାରତରେ ୯୯ ପ୍ରତିଶତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ହେଲେ ଉତ୍ତର-ପଶ୍ଚିମ ଭାରତରେ ଶହେ ପ୍ରତିଶତ ବର୍ଷା ସମ୍ଭାବନା ରହିଛି। ଏପଟେ ଉତ୍ତର-ପୂର୍ବ ଭାରତରେ ୯୩ ପ୍ରତିଶତ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଭାରତବର୍ଷରେ […]

Met dept predicts normal rainfall1

Rakesh Mallick
  • Published: Wednesday, 30 May 2018
  • , Updated: 30 May 2018, 05:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବାନୁମାନ। ଆଗକୁ ମୌସୁମୀ ବାୟୁ ସ୍ୱାଭାବିକ ରହିବା ସହ ସାରା ଦେଶରେ ହୋଇପାରେ ୯୭ ପ୍ରତିଶତ ବର୍ଷା। ସେହିପରି ଆଞ୍ଚଳିକ ଭିତ୍ତିରେ କେନ୍ଦ୍ର ଭାରତରେ ୯୯ ପ୍ରତିଶତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ହେଲେ ଉତ୍ତର-ପଶ୍ଚିମ ଭାରତରେ ଶହେ ପ୍ରତିଶତ ବର୍ଷା ସମ୍ଭାବନା ରହିଛି। ଏପଟେ ଉତ୍ତର-ପୂର୍ବ ଭାରତରେ ୯୩ ପ୍ରତିଶତ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଭାରତବର୍ଷରେ କେବଳ ଜୁଲାଇରେ ୧୦୧ ପ୍ରତିଶତ ଓ ଅଗଷ୍ଟରେ ୯୪ ପ୍ରତିଶତ ବର୍ଷା ହେବା ନେଇ ସୂଚନା ଦିଆଯାଇଛି।

Related story