ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

Ordigital Desk
  • Published: Sunday, 03 September 2017
  • , Updated: 03 September 2017, 02:25 PM IST
<p>କଟକ: ପୁଣି ଟ୍ରେନ୍&zwnj; ଦୁର୍ଘଟଣା। କଟକ ଶିଖରପୁର ଲେଭଲ୍&zwnj; କ୍ରସିଂ ନିକଟରେ ଆଜି ଏକ ମାଲ୍&zwnj;ବାହୀ ଟ୍ରେନ୍ ଲାଇନ୍&zwnj;ଚ୍ୟୁତ ହୋଇଛି । ରେଳଧାରଣାରୁ ତଳକୁ ଖସି ପଡ଼ିଛି ମାଲଗାଡି। ଫଳରେ ଅପ୍ ଲାଇନରେ ଟ୍ରେନ୍&zwnj; ଚଳାଚଳ ବ୍ୟାହତ ହୋଇଛି। ମାଲଗାଡ଼ିଟି ଝାରସୁଗୁ଼ଡ଼ା ଧୁତୁରାରୁ ସିମେଣ୍ଟ ନେଇ କଟକ ଆସୁଥିଲା।</p> <p>ସୂଚନାଯୋଗ୍ୟ, ଅଗଷ୍ଟ ୨୩ ତାରିଖରେ କାନପୁର ଓ ଇଟାୱା ମଧ୍ୟସ୍ଥ ଔରିୟାରେ କୈଫିୟତ ଏକ୍ସପ୍ରେସ୍&zwnj; ଦୁର୍ଘଟଣା ଗ୍ରସ୍ତ ହୋଇ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାରେ ଟ୍ରେନ୍&zwnj;ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା ତା&rsquo; ପୂର୍ବରୁ ଉତ୍ତର ପ୍ରଦେଶରେ ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।</p>

Related story