ମତେ ପଇସା ଦିଅ, ମୁଁ ତୁମ ଛୁଆର ଯତ୍ନ ନେବି, ଭିଡିଓ ଭାଇରାଲ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲାଞ୍ଚ ନେବା ବେଳେ କ୍ୟାମେରାରେ କଏଦ ହେଲେ ଆଟେଣ୍ଡାଣ୍ଟ୍। ରାଉରକେଲା ସରକାରୀ ହସ୍ପିଟାଲର ଏହି ଦୃଶ୍ୟ ଏବେ ଭାଇରାଲ ହୋଇଛି। ଜଣେ ପ୍ରସୂତି ମହିଳାଙ୍କ ସମ୍ପର୍କୀୟଙ୍କ ଠାରୁ ଜନ୍ମିତ ଛୁଆର ଯତ୍ନ ନେବା ଲାଗି ସେ ଏହି ଅର୍ଥ ନେଉଥିବା ଜଣାପଡ଼ିଛି। ଏ ନେଇ ଖବର ପ୍ରସାର ପରେ ଭିଡ଼ିଓ ଭାଇରାଲ ହୋଇଛି। ଘଟଣା ଉପରେ ନଜର ଅଛି ଏବଂ ଆଟେଣ୍ଡାଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ପଦକ୍ଷେପ ନିଆଯିବ ବୋଲି […]

attendant-1

Tapas Behera
  • Published: Tuesday, 27 August 2019
  • , Updated: 27 August 2019, 09:20 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲାଞ୍ଚ ନେବା ବେଳେ କ୍ୟାମେରାରେ କଏଦ ହେଲେ ଆଟେଣ୍ଡାଣ୍ଟ୍। ରାଉରକେଲା ସରକାରୀ ହସ୍ପିଟାଲର ଏହି ଦୃଶ୍ୟ ଏବେ ଭାଇରାଲ ହୋଇଛି।

ଜଣେ ପ୍ରସୂତି ମହିଳାଙ୍କ ସମ୍ପର୍କୀୟଙ୍କ ଠାରୁ ଜନ୍ମିତ ଛୁଆର ଯତ୍ନ ନେବା ଲାଗି ସେ ଏହି ଅର୍ଥ ନେଉଥିବା ଜଣାପଡ଼ିଛି। ଏ ନେଇ ଖବର ପ୍ରସାର ପରେ ଭିଡ଼ିଓ ଭାଇରାଲ ହୋଇଛି। ଘଟଣା ଉପରେ ନଜର ଅଛି ଏବଂ ଆଟେଣ୍ଡାଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡେପୁଟି CMO।

Related story