ସ୍କୁଲ ପିଲା ଶିଖିଲେ ବୈଜ୍ଞାନିକ ପରୀକ୍ଷଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ସରକାରଙ୍କ ଗବେଷଣା କେନ୍ଦ୍ର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌’ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପରୀକ୍ଷଣ ପାଇଁ ଉପଯୁକ୍ତ ପରିବେଶ ଦେବାକୁ ଏକ ଅଭିନବ ଅଭିଯାନ ‘ସାଇନ୍ସ ଆଉଟ୍‌ରିଚ୍‌’ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ମନୋନିତ କରାଯାଇଛି। ଏଥିପାଇଁ ‘ମୋ ସ୍କୁଲ୍‌’ ଅଭିଯାନ ଅନ୍ତର୍ଗତ ସାଇନ୍ସ୍‌ ଆଉଟ୍‌ରିଚ୍‌ର ପ୍ରଥମ କାର୍ଯ୍ୟକ୍ରମ ପୁରାତନ ଛାତ୍ର ସଂସଦ ଓ ଇନ୍‌ଷ୍ଟିଚ୍ୟୁଟ୍‌ […]

bbsr

bbsr

Jitendra Garnayak
  • Published: Friday, 24 August 2018
  • Updated: 24 August 2018, 04:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ସରକାରଙ୍କ ଗବେଷଣା କେନ୍ଦ୍ର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌’ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପରୀକ୍ଷଣ ପାଇଁ ଉପଯୁକ୍ତ ପରିବେଶ ଦେବାକୁ ଏକ ଅଭିନବ ଅଭିଯାନ ‘ସାଇନ୍ସ ଆଉଟ୍‌ରିଚ୍‌’ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ମନୋନିତ କରାଯାଇଛି। ଏଥିପାଇଁ ‘ମୋ ସ୍କୁଲ୍‌’ ଅଭିଯାନ ଅନ୍ତର୍ଗତ ସାଇନ୍ସ୍‌ ଆଉଟ୍‌ରିଚ୍‌ର ପ୍ରଥମ କାର୍ଯ୍ୟକ୍ରମ ପୁରାତନ ଛାତ୍ର ସଂସଦ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ର ମିଳିତ ଆନୁକୁଲ୍ୟରେ ଆଜି ବୈଜ୍ଞାନିକ ପରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
bbsrଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ ପକ୍ଷରୁ ବରିଷ୍ଠ ବୈଜ୍ଞାନିକ ଡ. ରାଜୀବ କୁମାର ସ୍ୱାଇଁ, ଡ. ତୁଷାରକାନ୍ତ ବେହୁରା, ଗବେଷକ ସୂର୍ଯ୍ୟଶିଖା ମହାନ୍ତି, ଦିପ୍ତିମୟୀ ପାଣିଗ୍ରାହୀ ଯୋଗଦେଇ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ପରୀକ୍ଷଣର ପ୍ରଶିକ୍ଷଣ ଦେଇଥିଲେ।
bbsrଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ ପକ୍ଷରୁ ସ୍କୁଲକୁ କିଛି ବୈଜ୍ଞାନିକ ଉପକରଣ ପ୍ରଦାନ କରାଯାଇଥିଲା। ପ୍ରତି ମାସରେ ସ୍କୁଲର ଛାତ୍ରମାନଙ୍କୁ ଏପରି ପରୀକ୍ଷଣ ଶିକ୍ଷା ଦିଆଯିବ ବୋଲି ଜଣାପଡିଛି।
କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷକଙ୍କ ସମେତ ପୁରାତନ ଛାତ୍ର ସଂସଦର ସଭ୍ୟମାନେ ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story