ହଷ୍ଟେଲ୍‌ରେ ଅବ୍ୟବସ୍ଥା; ପିଲାଙ୍କୁ ରାତିଅଧରେ ମିଳିଲା ଖାଲି ଭାତ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ସଦର ଚିତ୍ରକୋଣ୍ଡାର କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ରୋଷେଇ ପାଇଁ ଜାଳେଣି ନଥିବାରୁ ଗତକାଲି ୧୧୯ ଜଣ ଛାତ୍ର ରାତି ୧୨ଟାରେ ଖାଇବାକୁ ପାଇଛନ୍ତି। ତେବେ କେବଳ ଭାତ। ତା ସହିତ ଡାଲି କି ତରକାରି କିଛି ବି ନଥିଲା। ଅନେକ ଛାତ୍ର ଭାତରେ ପାଣି ମିଶାଇ ଖାଇଥିଲେ। ଆଉ କିଛି ଛାତ୍ର ଲୁଣ ସହ ଭାତ ଖାଇଥିଲେ। ଏହି ହଷ୍ଟେଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ […]

bhata

bhata

Jitendra Garnayak
  • Published: Thursday, 23 August 2018
  • Updated: 23 August 2018, 06:27 AM IST

Sports

Latest News

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ସଦର ଚିତ୍ରକୋଣ୍ଡାର କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ରୋଷେଇ ପାଇଁ ଜାଳେଣି ନଥିବାରୁ ଗତକାଲି ୧୧୯ ଜଣ ଛାତ୍ର ରାତି ୧୨ଟାରେ ଖାଇବାକୁ ପାଇଛନ୍ତି। ତେବେ କେବଳ ଭାତ। ତା ସହିତ ଡାଲି କି ତରକାରି କିଛି ବି ନଥିଲା। ଅନେକ ଛାତ୍ର ଭାତରେ ପାଣି ମିଶାଇ ଖାଇଥିଲେ। ଆଉ କିଛି ଛାତ୍ର ଲୁଣ ସହ ଭାତ ଖାଇଥିଲେ।

ଏହି ହଷ୍ଟେଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପଢ଼ୁଥିବା ୧୧୯ ଜଣ ଛାତ୍ର ରହନ୍ତି। ଜାଳେଣି ନଥିବା ନେଇ ଛାତ୍ରମାନେ ହଷ୍ଟେଲ୍‌ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ କହିଥିଲେ। ତେବେ ସେ କିଛି ବ୍ୟବସ୍ଥା କରି ନଥିଲେ ବୋଲି ଅଭିଯୋଗ ହୋଇଛି।

[caption id="attachment_266812" align="alignnone" width="750"]boys ନିଜେ ଜାଳେଣି ସଂଗ୍ରହ କରି ରୋଷେଇ କଲେ[/caption]

ହଷ୍ଟେଲ୍‌ ପିଲାମାନେ ଶେଷରେ ବାଧ୍ୟ ହୋଇ ନିଜେ କାଠ ସଂଗ୍ରହ କରି ରୋଷେଇ କରିଥିଲେ। ଅନେକ ରାତି ହୋଇଯାଇଥିବାରୁ ପିଲାମାନେ ଖାଲି ଭାତ ଖାଇ ପେଟ ଭର୍ତ୍ତି କରିଥିଲେ।

ଏନେଇ ଜଣେ ଛାତ୍ର କହିଛନ୍ତି,“ଅନେକ ଥର ଏମିତି ଘଟଣା ଘଟିଛି। ହଷ୍ଟେଲ୍‌ରେ ଭଲ ଖାଦ୍ୟ ଦିଆଯାଉ ନାହିଁ। ଦେହ ଖରାପ ହେଲେ ମଧ୍ୟ ଡାକ୍ତରଖାନା ନିଆଯାଉ ନାହିଁ।”

ସେହପରି ହଷ୍ଟେଲ୍‌ ଦାୟିତ୍ୱରେ ଥିବା କର୍ମଚାରୀ କହିଛନ୍ତି,“ରୋଷେଇ ପାଇଁ କାଠ ନଥିବା ନେଇ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଫୋନ୍‌ କରି ଜଣାଇଥିଲି। ହେଲେ ସେ କିଛି ବ୍ୟବସ୍ଥା କରି ନଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story