କଟକ ଓ ଭୁବନେଶ୍ୱରରେ ଗ୍ରାମ ରୋଜଗାର ସେବକଙ୍କ ୫୯ଟି ପ୍ଳଟ, ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ କୁବେର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌)ଙ୍କୁ ବାନ୍ଧିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ ମିଳିଛି ୫୯ଟି ପ୍ଲଟ୍‌। ପୁଣି ଏହି ସବୁ ପ୍ଲଟ୍ ରହିଛି ରାଜଧାନୀ ଭୁବନେଶ୍ୱର ଓ କଟକର ପ୍ରମୁଖ ଅଞ୍ଚଳରେ। ଏହି କୁବେର ଜିଆର୍‌ଏସ୍‌ଙ୍କ ନାଁ ବାବୁଲି ଚରଣ ପଢ଼ିହାରୀ। ସେ ଭୁବନେଶ୍ୱର ଉପକଣ୍ଠ ଇଞ୍ଜନା ପଞ୍ଚାୟତ (ପୂର୍ବରୁ ଥିଲା କଳାରାହାଙ୍ଗ ପଞ୍ଚାୟତ)ରେ ଜିଆର୍‌ଏସ୍‌ ଭାବେ ନିଯୁକ୍ତ ଅଛନ୍ତି। […]

Accused

Accused

Jitendra Garnayak
  • Published: Tuesday, 26 April 2022
  • Updated: 26 April 2022, 05:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ କୁବେର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌)ଙ୍କୁ ବାନ୍ଧିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ ମିଳିଛି ୫୯ଟି ପ୍ଲଟ୍‌। ପୁଣି ଏହି ସବୁ ପ୍ଲଟ୍ ରହିଛି ରାଜଧାନୀ ଭୁବନେଶ୍ୱର ଓ କଟକର ପ୍ରମୁଖ ଅଞ୍ଚଳରେ।

ଏହି କୁବେର ଜିଆର୍‌ଏସ୍‌ଙ୍କ ନାଁ ବାବୁଲି ଚରଣ ପଢ଼ିହାରୀ। ସେ ଭୁବନେଶ୍ୱର ଉପକଣ୍ଠ ଇଞ୍ଜନା ପଞ୍ଚାୟତ (ପୂର୍ବରୁ ଥିଲା କଳାରାହାଙ୍ଗ ପଞ୍ଚାୟତ)ରେ ଜିଆର୍‌ଏସ୍‌ ଭାବେ ନିଯୁକ୍ତ ଅଛନ୍ତି। ତାଙ୍କ ନାଁରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଅନ୍ୟାନ୍ୟ ସଂପତ୍ତି ଭିତରେ ତାଙ୍କର ଏହି ୫୯ଟି ପ୍ଳଟ୍ ଥିବା କଥା ଜଣାପଡ଼ିଥିଲା। ତେବେ ସେ ତାଙ୍କର ସଂପତ୍ତି ଠୁଳ ନେଇ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କଥାକୁ ଖଣ୍ଡନ କରିଛନ୍ତି ବାବୁଲି ପଢ଼ିହାରୀ। ସେ କହିଛନ୍ତି, ମୋ ରୋଜଗାର ପୂରା ହ୍ୱାଇଟ। କିଛି ବେଆଇନ କାମ କରିନି। ମୋ ପୈତୃକ ଘର ବିକି ଦାଦା ଓ ପିଉସୀଙ୍କ ଅଂଶ କିଣିଛି।

ସୂଚନାଯୋଗ୍ୟ, ଗତକାଲି ବାବୁଲିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ଏକାଧିକ ଘର ଓ ଫ୍ଲାଟ୍ ଠାବ କରାଯାଇଥିଲା। ରଘୁନାଥପୁରରେ ତାଙ୍କର ଗୋଟିଏ ୩ ମହଲା କୋଠା ଥିବା ବେଳେ ଦାଢ଼ାରେ ଏକ ଘର ଅଛି। ରଘୁନାଥପୁରରେ ଥିବା ୩ ମହଲା କୋଠାର ଦାମ୍ ପାଖାପାଖି ୧.୨୪ କୋଟି ଟଙ୍କା। ସେହିପରି ଆଶୀର୍ବାଦ ପ୍ଲାଜାରେ ତାଙ୍କର ଗୋଟିଏ ଫ୍ଲାଟ ମଧ୍ୟ ରହିଛି। ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।
https://youtu.be/rmEpMtBZdgQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story