ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ଟପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୧୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩ ଲକ୍ଷ ୪୭୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Happy to share that Odisha crosses 3 lakh Covid recovered cases with the discharge of another 1315 Covid patients on 17.11.2020. 144 from Cuttack143 […]

corona-tika

Manoranjan Sial
  • Published: Tuesday, 17 November 2020
  • , Updated: 17 November 2020, 09:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୧୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩ ଲକ୍ଷ ୪୭୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1328712995870937088?s=20

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକରୁ ସର୍ବାଧିକ ୧୪୪ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୪୩, ସୁନ୍ଦରଗଡ଼ରୁ ୧୧୬, ମୟୂରଭଞ୍ଜରୁ ୮୭, ପୁରୀରୁ ୭୭, ଜଗତସିଂହପୁରରୁ ୭୪, ବରଗଡ଼ରୁ ୬୨, ଯାଜପୁରରୁ ୫୫, କେନ୍ଦ୍ରାପଡ଼ାରୁ ୫୪, ବାଲେଶ୍ୱରରୁ ୫୩, ଅନୁଗୋଳରୁ ୪୪, ବଲାଙ୍ଗିରରୁ ୪୨, କେନ୍ଦୁଝରରୁ ୪୨,  ନୂଆପଡ଼ାରୁ ୪୧, ସମ୍ବଲପୁରରୁ ୩୭, କଳାହାଣ୍ଡିରୁ ୩୫, କୋରାପୁଟରୁ ୩୧, ଷ୍ଟେଟ୍ ପୁଲରୁ ୨୭, ଭଦ୍ରକରୁ ୨୩, ନୟାଗଡ଼ରୁ ୨୩, ସୁବର୍ଣ୍ଣପୁରରୁ ୧୯, ଢେଙ୍କାନାଳରୁ ୧୬, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୪, ଗଞ୍ଜାମରୁ ୧୨, କନ୍ଧମାଳରୁ ୯, ଝାରସୁଗୁଡ଼ାରୁ ୮, ବୌଦ୍ଧରୁ ୫, ରାୟଗଡ଼ାରୁ ୩, ଦେବଗଡ଼ରୁ ୨ ଓ ଗଜପତିରୁ ଜଣେ ସୁସ୍ଥ ହୋଇଛନ୍ତି।

Related story