ବିଜେଡି ହରତାଳ ବେଳେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୩ ଗିରଫ

ଭୁବନେଶ୍ୱର: ଗତକାଲି ତୈଳଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ହରତାଳ କରିଥିଲା ବିଜେଡି। ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଗୁଣ୍ଡାରାଜ କରିବା ସହ ସାଧାରଣ ଲୋକଙ୍କୁ ହଇରାଣ କରିଥିଲେ। ଏହି ହରତାଳ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ପୋଲିସ କମିଶନର ଓ୍ୱାଇବି ଖୁରାନିଆ କହିଛନ୍ତି,“ଗିରଫ ସଂଖ୍ୟା ଆହୁରି ବଢ଼ିପାରେ।  ସିସିଟିଭି ଫୁଟେଜ ଆଧାରରେ ଗିରଫ କରାଯାଇଛି।” […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 12:16 PM IST

ଭୁବନେଶ୍ୱର: ଗତକାଲି ତୈଳଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ହରତାଳ କରିଥିଲା ବିଜେଡି। ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଗୁଣ୍ଡାରାଜ କରିବା ସହ ସାଧାରଣ ଲୋକଙ୍କୁ ହଇରାଣ କରିଥିଲେ। ଏହି ହରତାଳ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।

ପୋଲିସ କମିଶନର ଓ୍ୱାଇବି ଖୁରାନିଆ କହିଛନ୍ତି,“ଗିରଫ ସଂଖ୍ୟା ଆହୁରି ବଢ଼ିପାରେ।  ସିସିଟିଭି ଫୁଟେଜ ଆଧାରରେ ଗିରଫ କରାଯାଇଛି।”

ଡିଜିପି ଆର.ପି ଶର୍ମା କହିଛନ୍ତି, “ଯେଉଁମାନେ ଦୁର୍ବ୍ୟବହାର କରିଛନ୍ତି। ସେମାନଙ୍କୁ କାହାରିକୁ ଛଡ଼ା ଯିବ ନାହିଁ।”

Related story