ଗଛରେ ପିଟି ହେଲା ଅଟୋ; ଅଲଗା ହୋଇଗଲା ମୁଣ୍ଡଗଣ୍ଡି!

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ଅଟୋଟିଏ ରାସ୍ତାରେ ଯାଉଥିଲା। ହଠାତ୍ ତାହା ରାସ୍ତା ପାର୍ଶ୍ୱରେ ଏକ ଗଛରେ ପିଟି ହୋଇଗଲା। ଏହା ଦେଖି ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେମାନେ ସେଠାରେ ଯାହା ଦେଖିଲେ, ଆଦୌ ବିଶ୍ୱାସ କରି ପାରିଲେ ନାହିଁ। ସେଠାରେ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିଲା। ଦୁର୍ଘଟଣା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଗଲା ନା ତାଙ୍କୁ ହତ୍ୟା କରାଯାଇ ଅଟୋରେ ଅଣାଯାଉଥିଲା, ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ପୁଲିସ୍ ଶବକୁ […]

body

body

Jitendra Garnayak
  • Published: Wednesday, 28 November 2018
  • Updated: 28 November 2018, 11:11 AM IST

Sports

Latest News

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ଅଟୋଟିଏ ରାସ୍ତାରେ ଯାଉଥିଲା। ହଠାତ୍ ତାହା ରାସ୍ତା ପାର୍ଶ୍ୱରେ ଏକ ଗଛରେ ପିଟି ହୋଇଗଲା। ଏହା ଦେଖି ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେମାନେ ସେଠାରେ ଯାହା ଦେଖିଲେ, ଆଦୌ ବିଶ୍ୱାସ କରି ପାରିଲେ ନାହିଁ। ସେଠାରେ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିଲା। ଦୁର୍ଘଟଣା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଗଲା ନା ତାଙ୍କୁ ହତ୍ୟା କରାଯାଇ ଅଟୋରେ ଅଣାଯାଉଥିଲା, ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଛାନ୍‌ଭିନ୍ କରୁଛି।

ଏ ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ। ଗତକାଲି ରାତିପ୍ରାୟ ୯ଟା ବେଳେ ପିପିଲିରୁ ଡେଲାଙ୍ଗ ଆଡ଼କୁ ଏକ ଅଟୋ ଆସୁଥିଲା। ତେବେ ବ୍ରାହ୍ମଣ ତରବୋଇ ଛକରେ ଏହା ଏକ ଗଛରେ ପିଟି ହୋଇଥିଲା।

[caption id="attachment_306622" align="aligncenter" width="750"]head ମୁଣ୍ଡଟି ରାସ୍ତାରେ ପଡ଼ିଛି।[/caption]

ମିଳିଥିବା ସୂଚନା ଅନୁଯାୟୀ, ଅଟୋରେ ତିନି ଜଣ ଲୋକ ଥିଲେ। ଦୁର୍ଘଟଣା ପରେ ଜଣେ ଦୌଡ଼ି ପଳାଇଥିଲେ। ଡ୍ରାଇଭର ପଳାଉଥିବା ବେଳେ ଲୋକେ ତାକୁ ଧରିଥିଲେ ଓ ପୁଲିସ୍ ଜିମା ଦେଇଥିଲେ। ତୃତୀୟ ବ୍ୟକ୍ତିଙ୍କ ମୃତଦେହକୁ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଜବତ କରାଯାଇଥିଲା। ରାସ୍ତାକଡ଼ରେ ଗଣ୍ଡି ପଡ଼ିଥିଲା ବେଳେ ରାସ୍ତା ଉପରେ ମୁଣ୍ଡ ପଡ଼ିଥିଲା।

ମୃତ ବ୍ୟକ୍ତିଙ୍କ ନାଁ ଦିଜ ସେନାପତି (୪୫)। ତାଙ୍କ ଘର ସତ୍ୟବାଦୀ ବ୍ଲକ୍ ଉତ୍ତରାଖଣ୍ଡ ଗାଁରେ। ସେହିପରି ପୁଲିସ୍‌ ଅଟକ ରଖିଥିବା ବ୍ୟକ୍ତିଙ୍କ ନାଁ ଅଗାଧୁ ସେନାପତି। ଏମାନେ ଦୁହେଁ ସଂପର୍କୀୟ ଭାଇ ବୋଲି ଜଣାପଡ଼ିଛି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ ଯେ ଦିଜଙ୍କୁ ହତ୍ୟା କରି ଅଟୋରେ ଅଣାଯାଉଥିଲା ନା ଅଟୋ ଦୁର୍ଘଟଣା ହେବା ପରେ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story