ପ୍ରେମ ନିବେଦନ କରି ବିଧବା ରୋଷେୟାକୁ ଦୁଷ୍କର୍ମ କଲା ପ୍ରଧାନଶିକ୍ଷକ!

ବାରିପଦା/କରଞ୍ଜିଆ(ମାଣିକ/ଦୀପକ): ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ସେ ସ୍କୁଲର ରୋଷେୟାଙ୍କୁ ପ୍ରଥମେ ପ୍ରେମ ନିବେଦନ କଲା। ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୪ ତାରିଖରେ ଠାକୁରମୁଣ୍ଡା ବ୍ଲକରେ ଏକ ଆଦିବାସୀ ଆଶ୍ରମ ସ୍କୁଲର ମହିଳା ରୋଷେଇଆଙ୍କୁ ପ୍ରଧାନ ଶିକ୍ଷକ ପ୍ରଥମେ ପ୍ରେମ ନିବେଦନ କଲେ। […]

father-rapes-his-two-daught

father-rapes-his-two-daught

Manoranjan Sial
  • Published: Tuesday, 26 October 2021
  • Updated: 26 October 2021, 05:57 PM IST

Sports

Latest News

ବାରିପଦା/କରଞ୍ଜିଆ(ମାଣିକ/ଦୀପକ): ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ସେ ସ୍କୁଲର ରୋଷେୟାଙ୍କୁ ପ୍ରଥମେ ପ୍ରେମ ନିବେଦନ କଲା। ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ୪ ତାରିଖରେ ଠାକୁରମୁଣ୍ଡା ବ୍ଲକରେ ଏକ ଆଦିବାସୀ ଆଶ୍ରମ ସ୍କୁଲର ମହିଳା ରୋଷେଇଆଙ୍କୁ ପ୍ରଧାନ ଶିକ୍ଷକ ପ୍ରଥମେ ପ୍ରେମ ନିବେଦନ କଲେ। ପରେ ଅଶ୍ଲୀଳ ଇଙ୍ଗିତ କରିଥିଲେ। ମାତ୍ର ରୋଷେୟା ଏଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ସୁଯୋଗ ଦେଖି ରୋଷେୟାଙ୍କୁ ପ୍ରଧାନ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ବ୍ଲକ EOWରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା।

ଶେଷରେ ପୀଡ଼ିତା ଗତ ୧୭ ତାରିଖରେ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୨୩ ତାରିଖରେ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ସୋମବାର ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ସେନାପତିକୁ ଗିରଫ କରିଥିଲା। ଆଜି ପୁଲିସ୍‌ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି।

ଜଣେ ବିଧବା ରୋଷେୟାଙ୍କୁ ପ୍ରଧାନଶିକ୍ଷକ ଦୁଷ୍କର୍ମ କରିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଆଜି ରୋଷେଇ ସଂଘର ଶତାଧିକ କର୍ମଚାରୀମାନେ ମୟୂରଭଞ୍ଜ ଜିଲ୍ଲା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ଧାରଣା ସ୍ଥଳରେ ପହଞ୍ଚିଥିଲେ ସାରଶୋକଣା ବିଧାୟକ ଡାକ୍ତର ବୁଢାନ ମୁର୍ମୁ। ସେ ରୋଷେଇ ସଂଘର କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story