ଛୁଟିରେ ଯିବାକୁ ଭିମ୍‌ସାର ନିର୍ଦ୍ଦେଶକ ପୂଜାହାରୀଙ୍କୁ ନିର୍ଦ୍ଦେଶ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ଆଜି ସୋ’ କଜ୍‌ ନୋଟିସ ଜାରି ହୋଇଛି। ନୋଟିସ୍‌ର ଉତ୍ତର ମିଳିବା ଓ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ପକ୍ଷରୁ ଏହି ସୋ’ କଜ୍ ନୋଟିସ୍‌ ଜାରି […]

vimsar

vimsar

Manoranjan Sial
  • Published: Friday, 07 December 2018
  • Updated: 07 December 2018, 11:05 PM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ଆଜି ସୋ’ କଜ୍‌ ନୋଟିସ ଜାରି ହୋଇଛି। ନୋଟିସ୍‌ର ଉତ୍ତର ମିଳିବା ଓ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ପକ୍ଷରୁ ଏହି ସୋ’ କଜ୍ ନୋଟିସ୍‌ ଜାରି କରାଯାଇଛି।

ନୋଟିସ୍‌ରେ ଆସନ୍ତା ତିନି ଦିନ ଭିତରେ ପୂଜାହାରୀଙ୍କୁ ସୋ’ କଜ୍‌ର ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ ପୂଜାହାରୀ କୌଣସି ଉତ୍ତର ନଦିଅନ୍ତି, ତେବେ ତାଙ୍କର କିଛି କହିବାର ନାହିଁ ବୋଲି ଧରାଯିବା ସହ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ପୂର୍ବରୁ ଅଶ୍ୱିନୀ ପୂଜାହାରୀ ଆଜି ସର୍ଜରୀ ବିଭାଗର ଇନ୍‌ଚାର୍ଜ ପଦବୀରୁ ନିଜ ଆଡ଼ୁ ଓହରି ଯାଇଥିଲେ। ଏ ନେଇ ସେ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଥିଲେ।

ଲୁଣ ଓ ତବଲା ଥେରାପିରେ ଚିକିତ୍ସା, ମଦ୍ୟପ ରୋଗୀଙ୍କୁ ଲଣ୍ଡା କରିବା, କ୍ଲାସରୁମ୍ ଭିତରେ ପ୍ରଫେସରଙ୍କୁ କଡ଼ା ତାଗିଦ ଆଦି ବିଭିନ୍ନ ଘଟଣାକୁ ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱୀନି ପୁଜାହାରୀ ଏକାଧିକ ବାର ବିବାଦ ଘେରକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story