ବଢ଼ି ଚାଲିଛି ସୂର୍ଯ୍ୟଙ୍କ ପ୍ରକୋପ

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର):ସୁବର୍ଣ୍ଣପୁର ଜିଲ୍ଲାରେ ବଢ଼ି ଚାଲିଛି ସୂର୍ଯ୍ୟଙ୍କ ପ୍ରକୋପ । ଗତ ଦୁଇ ସପ୍ତାହ ଧରି ଜିଲ୍ଲାରେ ତାପମାତ୍ରା ୪୩ଡିଗ୍ରୀ ପରେ ରହୁଛି । ଏହାରି ଭିତରେ ଗୋଟିଏ ଦିନ  ତାପମାତ୍ରା ୪୫ ଡିଗ୍ରୀ ଡେଇଁ ସାରିଛି। ଗତକାଲି ୪୪.୮ ସହ ଜିଲ୍ଲାର ତାପମାତ୍ରା ସାରା ରାଜ୍ୟରେ ସର୍ବାଧିକ ରହିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ  ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ଜିଲ୍ଲାବାସୀ । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। ନିହାତି […]

c-99

c-99

Tapas Behera
  • Published: Tuesday, 28 May 2019
  • Updated: 28 May 2019, 11:17 AM IST

Sports

Latest News

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର):ସୁବର୍ଣ୍ଣପୁର ଜିଲ୍ଲାରେ ବଢ଼ି ଚାଲିଛି ସୂର୍ଯ୍ୟଙ୍କ ପ୍ରକୋପ । ଗତ ଦୁଇ ସପ୍ତାହ ଧରି ଜିଲ୍ଲାରେ ତାପମାତ୍ରା ୪୩ଡିଗ୍ରୀ ପରେ ରହୁଛି । ଏହାରି ଭିତରେ ଗୋଟିଏ ଦିନ  ତାପମାତ୍ରା ୪୫ ଡିଗ୍ରୀ ଡେଇଁ ସାରିଛି। ଗତକାଲି ୪୪.୮ ସହ ଜିଲ୍ଲାର ତାପମାତ୍ରା ସାରା ରାଜ୍ୟରେ ସର୍ବାଧିକ ରହିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ  ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ଜିଲ୍ଲାବାସୀ ।

ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। ନିହାତି ଆବଶ୍ୟକ ନଥିଲେ ଲୋକେ ପଦାକୁ ବାହାରୁ ନ ଥିବାବେଳେ ଯିଏ ବି ବାହାରୁଛି ମୁଣ୍ଡରେ କପଡା ଓ କଳା ଚଷମା ସହ ପାଣି ବୋତଲ ସାଂଗରେ ନେଇ ଯାଉଥିବା ଦେଖିବାକୁ ମିଳୁଛି । ସେପଟେ ଖରା ଯୋଗୁଁ ଗାଁଠୁ ସହର ସବୁଠି ପାଣି ସମସ୍ୟା ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story