ଆହୁରି ଦୁଇ ଦିନ ରହିବ ତାତି; ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଲୋକଙ୍କୁ ନାକେଦମ୍ କରୁଛି। ଆହୁରି ଦୁଇ ଦିନ ଯାଏ ଏଭଳି ହିଟ୍ ୱେଭ୍ ଲାଗି ରହିବ। ତେବେ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି ଉପକୂଳ ଓଡ଼ିଶାରେ ପାରଦ କମ୍ ରହୁଥିଲେ ମଧ୍ୟ ଆଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। […]

sun

sun

Jitendra Garnayak
  • Published: Friday, 10 May 2019
  • Updated: 10 May 2019, 01:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଲୋକଙ୍କୁ ନାକେଦମ୍ କରୁଛି। ଆହୁରି ଦୁଇ ଦିନ ଯାଏ ଏଭଳି ହିଟ୍ ୱେଭ୍ ଲାଗି ରହିବ। ତେବେ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସେହିପରି ଉପକୂଳ ଓଡ଼ିଶାରେ ପାରଦ କମ୍ ରହୁଥିଲେ ମଧ୍ୟ ଆଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି,“ଆଜି ବି ୧୨ରୁ ୧୩ଟି ସହରରେ ୪୦ରୁ ଅଧିକ ତାପମାତ୍ରା ରହିପାରେ। ଗତକାଲି ଭଳି ସ୍ଥିତି ଲାଗି ରହିବ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟତଃ ହିଟ୍‌ ୱେଭ୍‌ କଣ୍ଡିସନ୍‌ ଜାରି ରହିବ। ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ହିଟ୍‌ ୱେଭ୍‌ ଜାରି ରହିବ। ଉପକୂଳ ଓଡ଼ିଶାରେ ମଏଶ୍ଚର ଅଧିକ ରହୁଥିବାରୁ ଗୁଳୁଗୁଳି ଲାଗିବ। ଆସନ୍ତା ଦୁଇ ଦିନ ଯାଏ ହିଟ୍‌ ୱେଭ୍‌ ରହିବ। ତେବେ ଦୁଇ ଦିନ ପରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story