ରାଜ୍ୟରେ ବଢ଼ୁଛି ଶୀତ ଲହରୀ

ବାଲିଗୁଡ଼ା(ଅଜିତ ନାୟକ): ରାଜ୍ୟରେ ଶୀତ ଲହରୀ ଲାଗି ରହିଛି । କନ୍ଧମାଳରେ ମଧ୍ୟ ଶୀତର ପ୍ରକୋପରେ ଥରହର ହେଉଛନ୍ତି ଲୋକେ। ବିଶେଷକରି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଥଣ୍ଡାର ପ୍ରକୋପ ବଢ଼ିବାରୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଶୀତରୁ ରକ୍ଷା ପାଇବା ଲାଗି ଛୋଟ ପିଲାଠାରୁ ଆରମ୍ଭ କରି ବଡ ଲୋକ ଯାଏ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି । ଏଥିସହ ଛୋଟଠୁ ଆରମ୍ଭ କରି ବୟସ୍କ ଖେଳ ପଡ଼ିଆରେ ବ୍ୟାୟାମ […]

cold-1-12

cold-1-12

Niharika Rout
  • Published: Thursday, 21 November 2019
  • Updated: 21 November 2019, 08:36 AM IST

ବାଲିଗୁଡ଼ା(ଅଜିତ ନାୟକ): ରାଜ୍ୟରେ ଶୀତ ଲହରୀ ଲାଗି ରହିଛି । କନ୍ଧମାଳରେ ମଧ୍ୟ ଶୀତର ପ୍ରକୋପରେ ଥରହର ହେଉଛନ୍ତି ଲୋକେ। ବିଶେଷକରି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଥଣ୍ଡାର ପ୍ରକୋପ ବଢ଼ିବାରୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଶୀତରୁ ରକ୍ଷା ପାଇବା ଲାଗି ଛୋଟ ପିଲାଠାରୁ ଆରମ୍ଭ କରି ବଡ ଲୋକ ଯାଏ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି ।

ଏଥିସହ ଛୋଟଠୁ ଆରମ୍ଭ କରି ବୟସ୍କ ଖେଳ ପଡ଼ିଆରେ ବ୍ୟାୟାମ କରୁଛନ୍ତି । ଜିଲ୍ଲାର ଆଭ୍ୟନ୍ତରୀଣ ଇଲାକାରେ ଅଧିକ ଜାଡ଼ ଅନୁଭୂତ ହେଉଅଛି । ଅନେକ ଲୋକେ ଶୀତର ମଜା ମଧ୍ୟ ଉଠାଉଛନ୍ତି । ସକାଳୁ ସକାଳୁ  ମର୍ଣ୍ଣିଂ  ୱାକ୍‌ କରୁଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ସମେତ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ ଓ ଜି ଉଦୟଗିରି ଆଦି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଜଣାପଡୁଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos